/odishatv-khabar/media/media_files/2026/02/10/matric-exam-2026-02-10-09-26-24.jpg)
Matric Exam Photograph: (OTV)
ଆଉ ୯ ଦିନ ପରେ ମାଟ୍ରିକ ପରୀକ୍ଷା। ଆଜିଠାରୁ ନୋଡାଲ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର। ପ୍ରଶ୍ନପତ୍ର ରଖିବା ପାଇଁ ରାଜ୍ୟରେ ୩୨୨ଟି ନୋଡାଲ୍ ସେଣ୍ଟର ରହିଛି। ମାଓ ପ୍ରଭାବିତ ୧୭ଟି ଥାନାରେ କରାଯାଇଛି ନୋଡାଲ୍ ସେଣ୍ଟର।
Advertisment
ଅନୁମୋଦିତ ରୁଟ୍ ମାଧ୍ୟମରେ ୧୭ ତାରିଖ ଭିତରେ ସବୁ ନୋଡାଲ୍ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବ। ନିର୍ଦ୍ଧାରିତ୍ ରୁଟ୍ ଛଡ଼ା ଆଉ କେଉଁ ବାଟରେ ମଧ୍ୟ ପ୍ରଶ୍ନପତ୍ର ନିଆଯିବ ନାହିଁ ବୋଲି କହିଛନ୍ତି ବୋର୍ଡ ସଭାପତି। ଆସନ୍ତା ୧୯ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବ।
ରାଜ୍ୟର ୫ ଲକ୍ଷ ୬୧ ହଜାର ୯୭୯ ପିଲା ଏଥର ମାଟ୍ରିକ ପରୀକ୍ଷା ଦେବେ। ଏଥର ରାଜ୍ୟର ୩ ହଜାର ୮୨ ସେଣ୍ଟରରେ ହେବ ମାଟ୍ରିକ୍ ଏଗଜାମ୍। ଚଳିତବର୍ଷ ସବୁ ସେଣ୍ଟର ରହିବ ସିସିଟିଭି ନଜରରେ। କିଭଳି ପରୀକ୍ଷା ଚାଲିଛି ସବୁକିଛି ଦେଖିହେବ ବୋର୍ଡ କମାଣ୍ଡ କଣ୍ଟ୍ରୋଲ ରୁମରୁ।
Advertisment
Advertisment



Related Articles
Suspicious Death: ଓଡ଼ିଆ ଶ୍ରମିକଙ୍କ ଆକସ୍ମିକ ମୃତ୍ୟୁ, ବଢୁଛି ସନ୍ଦେହ!
POSTED

Minor Student’s Deadbody Found: କୋଚିଂ ସେଣ୍ଟରରୁ ମିଳିଲା ନାବାଳକର ଝୁଲନ୍ତା ମୃତଦେହ, ସାଂଘାତିକ ଅଭିଯୋଗ ଆଣିଲେ ପରିବାର
POSTED

Pakistan Takes U-Turn: ଲାହୋର ବୈଠକରେ ନଇଁଲା ପାକିସ୍ତାନ, ଭାଙ୍ଗିଲା 'ବୟକଟ' ବହପ
POSTED

Daily Horoscope 10th February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)