/odishatv-khabar/media/media_files/2025/11/20/jagatsinghpur-2025-11-20-13-17-00.jpg)
Jagatsinghpur Photograph: (OTV)
ବେଆଇନ ବାଂଲାଦେଶୀଙ୍କୁ ବିଦା କରିବାକୁ ଜଗତସିଂହପୁରରେ ଚାଲିଛି ବଡ଼ ଅପରେସନ । ବାଂଲାଦେଶୀଙ୍କୁ ଭଡା ଘରେ ରଖିବା ଘଟଣାର ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମଙ୍କ ଘରେ ରେଡ୍ ।
ସିକନ୍ଦରର ଧନୀପୁର ବସ୍ତିରେ ଥିବା ଘର ଉପରେ ପୋଲିସ ଚଢ଼ାଉ କରିଛି । ଆଡିସନାଲ ଏସପି ଓ SDPOଙ୍କ ସହ ୨ ପ୍ଲାଟୁନ ପୋଲିସ ଫୋର୍ସ ଘଟଣା ସ୍ଥଳରେ ମୁତୟନ ହୋଇଛନ୍ତି । ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।
• ଅପରେସନ ବେଆଇନ ବାଂଲାଦେଶୀ
• ବେଆଇନ ବାଂଲାଦେଶୀଙ୍କୁ ବିଦା କରିବାକୁ ବଡ଼ ଅପରେସନ
• ଜଗତସିଂହପୁରରେ ଚାଲିଛି ବଡ଼ ଚଢ଼ାଉ
• ବାଂଲାଦେଶୀଙ୍କୁ ଭଡା ଘରେ ରଖିବା ଅଭିଯୁକ୍ତ ଘରେ ରେଡ୍
• ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମଙ୍କ ଘରେ ରେଡ୍
• ସିକନ୍ଦରର ଧନୀପୁର ବସ୍ତିରେ ଥିବା ଘର ଉପରେ ଚଢ଼ାଉ
• ଆଡିସନାଲ ଏସପି ଓ SDPOଙ୍କ ସହ ୨ ପ୍ଲାଟୁନ ଫୋର୍ସ ମୁତୟନ
• ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ ଜୋରଦାର
Advertisment
Advertisment



Related Articles
Driving License Apply Process: ଏଥର ଘରେ ବସି ହେବ DL, ଯିବାକୁ ପଡିବ ନାହିଁ RTO: ଜାଣନ୍ତୁ କେମିତି କରିବେ
POSTED

New Aadhaar Design: ଆଧାର କାର୍ଡ ହେବ ପରିବର୍ତ୍ତନ: ରହିବ ନାହିଁ ନାଁ, ଠିକଣା କି ଆଧାର ନମ୍ବର
POSTED

Jay Dholakia's Oath Ceremony: ଆଜି ଶପଥ ନେବେ ନୂଆପଡ଼ା ନବନିର୍ବାଚିତ ବିଧାୟକ ଜୟ ଢୋଲକିଆ
POSTED

Nitish Kumar Takes Oath As Bihar CM: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ, ଆଜିଠୁ ବିହାରରେ ପୁଣି ନୀତିଶ ରାଜ୍
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)