Advertisment

Massive Fire: ଭୁବନେଶ୍ବର ୟୁନିଟ୍ -୧ ପରିବା ମାର୍କେଟରେ ଅଗ୍ନିକାଣ୍ଡ, କିଏ ଲଗାଇଲା ନିଆଁ ?

ଭୁବନେଶ୍ବର ୟୁନିଟ୍ -୧ ପରିବା ମାର୍କେଟ୍ ରେ ଅଗ୍ନିକାଣ୍ଡ ।  ହୁତୁହୁତୁ ହୋଇ ଜଳିଗଲା ୧୫ରୁ ୨୦ଟି ଦୋକାନ । ୧୧ଟି ଦମକଳ ଗାଡ଼ି ଦ୍ବାରା ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲେ ।

author-image
Manas Ranjan Mohanty
BBSR-FIRE

BBSR-FIRE Photograph: (OTV)

ଭୁବନେଶ୍ବର ୟୁନିଟ୍ -୧ ପରିବା ମାର୍କେଟ୍ ରେ ଅଗ୍ନିକାଣ୍ଡ ।  ହୁତୁହୁତୁ ହୋଇ ଜଳିଗଲା ୧୫ରୁ ୨୦ଟି ଦୋକାନ । ୧୧ଟି ଦମକଳ ଗାଡ଼ି ଦ୍ବାରା ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲେ । ନିଆଁ କିପରି ଲାଗିଲା କାରଣ ସ୍ପଷ୍ଟ ହୋଇନି ।ପରିବା ମାର୍କେଟରେ ଅଗ୍ନିକାଣ୍ଡ ପରେ ହାତାହାତି ପରିସ୍ଥିତି ଉପଜୁଥିଲା । ପୋଲିସ ଉପସ୍ଥିତିରେ ଗୋଡ଼ାଇ ଗୋଡ଼ାଇ ପିଟିଲେ । ଚେୟାର ଉଠାଇ ଆକ୍ରମଣ କରିବା ଦୃଶ୍ୟ ସାମ୍ନାକୁ ଆସିଲା । ଦୋକାନୀ-ଦୋକାନୀ ବିବାଦରୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।

Advertisment

ଭୁବନେଶ୍ବର ୟୁନିଟ୍ -୧ ପରିବା ମାର୍କେଟ୍ ରେ ଅଗ୍ନିକାଣ୍ଡ 
ହୁତୁହୁତୁ ଜଳିଗଲା ୧୫ରୁ ୨୦ଟି ଦୋକାନ
ନିଆଁ କିପରି ଲାଗିଲା କାରଣ ସ୍ପଷ୍ଟ ହୋଇନି
ପରିବା ମାର୍କେଟରେ ଅଗ୍ନିକାଣ୍ଡ ପରେ ହାତାହାତି
ପୋଲିସ ଉପସ୍ଥିତିରେ ଗୋଡ଼ାଇ ଗୋଡ଼ାଇ ପିଟିଲେ
ଚେୟାର ଉଠାଇ ଆକ୍ରମଣ କରିବା ଦୃଶ୍ୟ ସାମ୍ନାକୁ ଆସିଲା
ଦୋକାନୀ-ଦୋକାନୀ ବିବାଦରୁ ଆକ୍ରମଣ ସୂଚନା

Advertisment
Related Articles
Advertisment