Advertisment

Major Anti-Maoist Success: କମ୍ବିଂ ବେଳେ ମାଓ କ୍ୟାମ୍ପ୍ ଠାବ ଓ ବିପୁଳ ମାଓ ସାମଗ୍ରୀ ଜବତ, ଜଙ୍ଗଲରେ ହାର୍ଡକୋର୍ ମାଓବାଦୀ ଲୁଚିଥିବା ସନ୍ଦେହ

କମ୍ବିଂ ବେଳେ ମାଓ କ୍ୟାମ୍ପ୍  ଠାବ ସହ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ୧୩ ଟି ବନ୍ଧୁକ, ବହୁ ୱାକିଟକି, ସୋଲାର ପାନେଲ, ବିଦ୍ୟୁତ ତାର, ମେଡ଼ିସିନ ଭଳି ଅନେକ ମାଓ ସାମଗ୍ରୀ ଜବତ ହୋଇଛି।

author-image
Tapan Swain
Mao Camp

Mao Camp Photograph: (OTV)

କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ କମ୍ୱିଂ ଅପରେସନ୍। କମ୍ବିଂ ବେଳେ ମାଓ କ୍ୟାମ୍ପ୍  ଠାବ ସହ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ୧୩ ଟି ବନ୍ଧୁକ, ବହୁ ୱାକିଟକି, ସୋଲାର ପାନେଲ, ବିଦ୍ୟୁତ ତାର, ମେଡ଼ିସିନ ଭଳି ଅନେକ ମାଓ ସାମଗ୍ରୀ ଜବତ ହୋଇଛି।

Advertisment

ବହୁ ହାର୍ଡକୋର ମାଓବାଦୀ ଏହି ଜଙ୍ଗଲରେ ଲୁଚି ରହିଥିବା ସନ୍ଦେହରେ ଏହି ଅପରେସନ କରାଯାଇଛି। ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷାବାହିନୀ CRPF, BSF ମଳିତ ଭାବେ କମ୍ବିଂ ଅପେରସନ କରିଛନ୍ତି। କନ୍ଧମାଳ-କଳାହାଣ୍ଡି ସୀମାନ୍ତବର୍ତ୍ତୀ ଗାଙ୍ଗେଲ ଜଙ୍ଗଲରେ ଏହି ଅପରସେନ ଜାରି ରହିଛି।

ଦେଶକୁ ମାଓବାଦୀ ମୁକ୍ତ କରିବା ପାଇଁ ଡେଡ଼ଲାଇନ ସମୟ ପାଖେଇ ଆସୁଥିବା ବେଳେ ପୋଲିସ ଏବଂ ସୁରକ୍ଷା ବାହିନୀଙ୍କ କମ୍ବିଂ ଅପେରସନ ତୀବ୍ର ହୋଇଛି।

Advertisment

କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ କମ୍ୱିଂ ଅପରେସନ୍ 

ପୋଲିସ, CRPF, BSFର ମିଳିତ କମ୍ବିଂ ଅପରେସନ୍
କମ୍ବିଂ ବେଳେ ମାଓ କ୍ୟାମ୍ପ୍ ଠାବ ଓ ବିପୁଳ ମାଓ ସାମଗ୍ରୀ ଜବତ
୧୩ଟି ବନ୍ଧୁକ, ୱାକିଟକି, ବିଦ୍ୟୁତ ତାର ଆଦି ଜବତ
ଜଙ୍ଗଲରେ ହାର୍ଡକୋର୍ ମାଓବାଦୀ ଲୁଚିଥିବା ସନ୍ଦେହ

Combing Operation Naxal
Advertisment
Related Articles
Advertisment