/odishatv-khabar/media/media_files/2025/10/25/ganjam-2025-10-25-10-10-26.jpg)
Ganjam Photograph: (OTV)
ଘରୁ ଟାଣି ନେଇ ଯୁବକଙ୍କୁ ଦଳି ମାରିଦେଲା ହାତୀ। ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ବନାଞ୍ଚଳ ବେଲାଟୁଣି ଗାଁରେ ଘଟିଛି ଅଭାବନୀୟ ଘଟଣା। ମୃତକ ହେଲେ ବିକ୍ରମ ନାୟକ। ଭୋର୍ ସମୟରେ ବିକ୍ରମ ଘରେ ଶୋଇଥିବା ସମୟରେ ଦୁଇଟି ହାତୀ ଟାଣି ଆଣିବା ସହିତ ପାଦରେ ଦଳି ମାରିଦେଇଥିଲେ । ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ କରୁଛନ୍ତି । ଉତ୍ତର ଘୁମୁସର ବନଖଣ୍ଡ ମୂଜାଗଡ ବନାଞ୍ଚଳରେ କିଛିଦିନ ହେଲା ହାତୀ ଆତଙ୍କ ଲାଗିରହିଛି। ହାତୀମାନେ ଗାଁରେ ପଶି ଫସଲ ନଷ୍ଟ କରିବା ସହିତ ଘରଦ୍ବାର ଭାଙ୍ଗୁଛନ୍ତି ।
• ଘରୁ ଟାଣି ନେଇ ଯୁବକଙ୍କୁ ଦଳି ମାରିଦେଲା ହାତୀ
• ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ଅଞ୍ଚଳରେ ହାତୀ ଆତଙ୍କ
• ମୁଜାଗଡ଼ ବନାଞ୍ଚଳ ବେଲାଟୁଣି ଗାଁରେ ଅଭାବନୀୟ ଘଟଣା
• ମୃତକ ହେଲେ ବିକ୍ରମ ନାୟକ
• ମୃତଦେହ ଉଦ୍ଧାର କରି ବନ ବିଭାଗର ତଦନ୍ତ
Advertisment
Advertisment


Related Articles
Swing Ride Stuck: ଶୂନ୍ୟରେ ଅଟକିଲା ଦୋଳି, ଫସିଲେ ୨୦ରୁ ଅଧିକ ଲୋକ
POSTED

Bollywood Singer-Composer Arrested: ବିବାଦରେ ବଲିଉଡର ଏହି ଚର୍ଚ୍ଚିତ ସଂଗୀତକାର, ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ଗିରଫ
POSTED

Doctor Suicide Case: ମହିଳା ଡାକ୍ତରଙ୍କ ମୃତ୍ୟୁ ମାମଲାରେ ବଡ଼ ଟ୍ବିଷ୍ଟ... ପାପୁଲିରେ କାରଣ ଲେଖି ସୁଇସାଇଡ୍, ଖୋଜା ପଡିଛନ୍ତି ଗୋପାଳ ଓ ପ୍ରଶାନ୍ତ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)