Advertisment

ଏନଟିପିସିରେ ଗାଡ଼ି ଓଲଟି ଶ୍ରମିକ ମୃତ

ଅନୁଗୁଳ(ବିରଜା ପ୍ରସାଦ ଦାସ): ଅନୁଗୁଳ ଜିଲ୍ଲା କଣିହାଁରେ ଥିବା ଏନଟିପିସିରେ ଦୁର୍ଘଟଣା ଘଟିଛି। ୩ ନମ୍ବର କ୍ରସର ହାଉସଠାରେ ଲୁହା ବ୍ୟାଟେରୀ ଗାଡ଼ି ଓଲଟି ପଡ଼ିବାରୁ ଗାଡ଼ି ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ହେଲ ଛେଣ୍ଡିପଦା ଅଞ୍ଚଳର ଅକ୍ଷୟ ମିଶ୍ର। ମୃତକଙ୍କ ପରିବାରର ଜଣକୁ ଚାକିରି ଓ କ୍ଷତିପୂରଣ ଦେବାକୁ ଶ୍ରମିକମାନେ ଦାବି କରିଛନ୍ତି। ଦୁର୍ଘଟଣା ପରେ ଏନଟିପିସିରେ ଶ୍ରମିକ ଅଶାନ୍ତି ଦେଖିବାକୁ ମିଳିଥିଲା।  ପୁଲିସ୍‌ ପହଞ୍ଚି ଶ୍ରମିକଙ୍କୁ ବୁଝାସୁଝା […]

author-image
Jyotsnamayee Pradhan
ଏନଟିପିସିରେ ଗାଡ଼ି ଓଲଟି ଶ୍ରମିକ ମୃତ

angul

ଅନୁଗୁଳ(ବିରଜା ପ୍ରସାଦ ଦାସ): ଅନୁଗୁଳ ଜିଲ୍ଲା କଣିହାଁରେ ଥିବା ଏନଟିପିସିରେ ଦୁର୍ଘଟଣା ଘଟିଛି। ୩ ନମ୍ବର କ୍ରସର ହାଉସଠାରେ ଲୁହା ବ୍ୟାଟେରୀ ଗାଡ଼ି ଓଲଟି ପଡ଼ିବାରୁ ଗାଡ଼ି ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ହେଲ ଛେଣ୍ଡିପଦା ଅଞ୍ଚଳର ଅକ୍ଷୟ ମିଶ୍ର।

Advertisment

ମୃତକଙ୍କ ପରିବାରର ଜଣକୁ ଚାକିରି ଓ କ୍ଷତିପୂରଣ ଦେବାକୁ ଶ୍ରମିକମାନେ ଦାବି କରିଛନ୍ତି। ଦୁର୍ଘଟଣା ପରେ ଏନଟିପିସିରେ ଶ୍ରମିକ ଅଶାନ୍ତି ଦେଖିବାକୁ ମିଳିଥିଲା।  ପୁଲିସ୍‌ ପହଞ୍ଚି ଶ୍ରମିକଙ୍କୁ ବୁଝାସୁଝା କରିବା ପରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment
Advertisment