/odishatv-khabar/media/post_attachments/uploadimage/library/16_9/16_9_0/died-123_1626759366.jpg)
died
ନୂଆପଡ଼ା(ମାୟାଧର ସରାଫ୍):ନୂଆପଡ଼ା ଜିଲ୍ଲା କୋମନା ତହସିଲଦାର ସୁରେଶ କୁମାର ନନ୍ଦଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ନିର୍ବାଚନ କାମରେ ଭୁବନେଶ୍ୱର ଆସୁଥିବା ବେଳେ ନୟାଗଡ଼ ଜିଲ୍ଲା ନୂଆଗାଁ ଓ ସୋରଡ଼ା ମଝିରେ ତାଙ୍କ କାର୍ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତହସିଲଦାରଙ୍କ ମୃତ୍ୟୁ ହୋଇଥିଲା।
Advertisment
/odishatv-khabar/media/post_attachments/wp-content/uploads/2019/03/car-890.jpg)
ଏଥିରେ କାର୍ ଡ୍ରାଇଭର ଆହତ ହୋଇଛନ୍ତି।
ମୃତ ତହସିଲଦାର ସୁରେଶ କୁମାର ନନ୍ଦଙ୍କ ଘର ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ବୋଲି ଜଣାପଡ଼ିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)