/odishatv-khabar/media/post_attachments/uploadimage/library/16_9/16_9_0/JEE-123_1626758471.jpg)
JEE
ଭୁବନେଶ୍ୱର: ଆସନ୍ତା ମାସରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଜେଇଇ ଆଡ୍ଭାନ୍ସଡ ପରୀକ୍ଷାକୁ ଘୁଞ୍ଚାଯାଇଛି। ଆସନ୍ତା ମେ’ ୧୯ ବଦଳରେ ୨୭ ତାରିଖରେ ହେବ ପରୀକ୍ଷା। ଆଇଆଇଟି ରୁର୍କି ପକ୍ଷରୁ ଏନେଇ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି।
Advertisment
ସିବିଟି ବା କମ୍ପ୍ୟୁଟର ବେସ୍ଡ୍ ଟେଷ୍ଟ ଜରିଆରେ ଅନ୍ଲାଇନ୍ରେ ପରୀକ୍ଷା ହେବ ବୋଲି ଜଣାପଡ଼ିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)