Advertisment

ଡାକ୍ତରଖାନା ସ୍ଥାନାନ୍ତର କରୁଥିବା କରୋନା ରୋଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପରାମର୍ଶ

ଭୁବନେଶ୍ୱର: ଭୁବନେଶ୍ୱରକୁ ଆସୁଥିବା କରୋନା ରୋଗୀଙ୍କ ପାଇଁ ରାଜ୍ୟ ସରକାର ଦେଲେ ଏମିତି ପରାମର୍ଶ । ଯେଉଁ ଆକ୍ରାନ୍ତ କଟକ ଓ ଭୁବନେଶ୍ୱର ଆସୁଛନ୍ତି, ସେମାନେ ଉପଯୁକ୍ତ ଡାକ୍ତରୀ ପରାମର୍ଶ ଓ ଚିକିତ୍ସା ସୁବିଧା ସହ ଆସିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି । ବିଭିନ୍ନ ଜିଲ୍ଲାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ଆସୁଥିବା ଆକ୍ରାନ୍ତମାନେ ଉପଯୁକ୍ତ ଚିକିତ୍ସା ଉପକରଣ, ଅକ୍ସିଜେନ୍ ସିଲିଣ୍ଡର ଆଶିବା ଆବଶ୍ୟକ । ଅନ୍ୟ ଜିଲ୍ଲାର ରୋଗୀଙ୍କ ପାଇଁ ଭୁବନେଶ୍ୱର ଓ କଟକରେ […]

author-image
Minati Mishra
ଡାକ୍ତରଖାନା ସ୍ଥାନାନ୍ତର କରୁଥିବା କରୋନା ରୋଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ  ପରାମର୍ଶ

corona patient

ଭୁବନେଶ୍ୱର: ଭୁବନେଶ୍ୱରକୁ ଆସୁଥିବା କରୋନା ରୋଗୀଙ୍କ ପାଇଁ ରାଜ୍ୟ ସରକାର ଦେଲେ ଏମିତି ପରାମର୍ଶ । ଯେଉଁ ଆକ୍ରାନ୍ତ କଟକ ଓ ଭୁବନେଶ୍ୱର ଆସୁଛନ୍ତି, ସେମାନେ ଉପଯୁକ୍ତ ଡାକ୍ତରୀ ପରାମର୍ଶ ଓ ଚିକିତ୍ସା ସୁବିଧା ସହ ଆସିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ।

Advertisment

ବିଭିନ୍ନ ଜିଲ୍ଲାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ଆସୁଥିବା ଆକ୍ରାନ୍ତମାନେ ଉପଯୁକ୍ତ ଚିକିତ୍ସା ଉପକରଣ, ଅକ୍ସିଜେନ୍ ସିଲିଣ୍ଡର ଆଶିବା ଆବଶ୍ୟକ । ଅନ୍ୟ ଜିଲ୍ଲାର ରୋଗୀଙ୍କ ପାଇଁ ଭୁବନେଶ୍ୱର ଓ କଟକରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା କରାଯାଇଛି। ଅତୀତରେ ଅବହେଳା ଓ ଦାୟିତ୍ୱହୀନତା ଯୋଗୁ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି ବୋଲି ମୁଖ୍ୟ ସଚିବ କହିଛନ୍ତି। ଏଣିକି ଏ ଦିଗରେ ସଚେତନତା ଜରୁରୀ ବୋଲି ମୁଖ୍ୟ ଶାସନ ସଚିବ ଟ୍ବିଟ୍ କରି ଜଣାଇଛନ୍ତି।

Advertisment
Advertisment