Advertisment

ଉଷା ପାଢ଼ୀଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ୍‌ ଅଧିକାରୀ ଉଷା ପାଢ଼ୀ ପବନ ହଂସ ଲିମିଟେଡର ଚେୟାରମ୍ୟାନ ଓ ମ୍ୟାନେଜିଂ ଡାଇରେକ୍ଟର ଭାବେ ନିଯୁକ୍ତି ପାଇଛନ୍ତି। କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ବିଭାଗରେ ଯୁଗ୍ମ ସଚିବ ଥିବା ଉଷା ପାଢୀଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ମିଳିଛି। ପ୍ରଥମ ମହିଳା ଭାବେ ଉଷା ପାଢ଼ୀଙ୍କୁ  ପବନ ହଂସ ଲିମିଟେଡର ସିଏମଡି ଦାୟିତ୍ୱ ଦିଆଯାଇଛି। ପବନ ହଂସ ହେଉଛି ଭାରତର ସବୁଠାରୁ ବଡ଼ ହେଲିକପ୍ଟର ସେବା ଯୋଗାଉଥିବା କମ୍ପାନୀ। ଉଚ୍ଚକୋଟିର […]

author-image
Jyotsnamayee Pradhan
ଉଷା ପାଢ଼ୀଙ୍କୁ ନୂଆ ଦାୟିତ୍ୱ

padhi

ଭୁବନେଶ୍ୱର: ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ୍‌ ଅଧିକାରୀ ଉଷା ପାଢ଼ୀ ପବନ ହଂସ ଲିମିଟେଡର ଚେୟାରମ୍ୟାନ ଓ ମ୍ୟାନେଜିଂ ଡାଇରେକ୍ଟର ଭାବେ ନିଯୁକ୍ତି ପାଇଛନ୍ତି। କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ବିଭାଗରେ ଯୁଗ୍ମ ସଚିବ ଥିବା ଉଷା ପାଢୀଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ମିଳିଛି।

Advertisment

usha

ପ୍ରଥମ ମହିଳା ଭାବେ ଉଷା ପାଢ଼ୀଙ୍କୁ  ପବନ ହଂସ ଲିମିଟେଡର ସିଏମଡି ଦାୟିତ୍ୱ ଦିଆଯାଇଛି।

ପବନ ହଂସ ହେଉଛି ଭାରତର ସବୁଠାରୁ ବଡ଼ ହେଲିକପ୍ଟର ସେବା ଯୋଗାଉଥିବା କମ୍ପାନୀ। ଉଚ୍ଚକୋଟିର ହେଲିକପ୍ଟର ସେବା ସହ ଉନ୍ନତମାନର ରକ୍ଷଣାବେକ୍ଷଣରେ ଏହାର ଖ୍ୟାତି ରହିଛି।

Advertisment

Advertisment
Advertisment