Advertisment

ଶଙ୍ଖ ଧରିଲେ ହ୍ୟୁମାନ ସାଗର

ଭୁବନେଶ୍ୱର: ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେଇଛନ୍ତି। ଗତକାଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶିଥିଲେ। ହ୍ୟୁମାନଙ୍କ ସହ ଅନ୍ୟ ଦଳର ଆଉ କିଛି କର୍ମୀ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ଏହାଦ୍ୱାରା ଦଳ ଅଧିକ ମଜବୁତ୍‌ ହେବ ବୋଲି ନବୀନ କହିଛନ୍ତି।

author-image
Jyotsnamayee Pradhan
ଶଙ୍ଖ ଧରିଲେ ହ୍ୟୁମାନ ସାଗର

human

ଭୁବନେଶ୍ୱର: ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେଇଛନ୍ତି। ଗତକାଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶିଥିଲେ। ହ୍ୟୁମାନଙ୍କ ସହ ଅନ୍ୟ ଦଳର ଆଉ କିଛି କର୍ମୀ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି।

Advertisment

ଏହାଦ୍ୱାରା ଦଳ ଅଧିକ ମଜବୁତ୍‌ ହେବ ବୋଲି ନବୀନ କହିଛନ୍ତି।

Advertisment
Advertisment