/odishatv-khabar/media/post_attachments/uploadimage/library/16_9/16_9_0/hospital-111_1626758316.jpg)
hospital
ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି ସକାଳେ ଟିକଟ୍ ପଞ୍ଜୀକରଣ ହୋଇପାରୁ ନଥିବାରୁ ରୋଗୀ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ପଞ୍ଜୀକରଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ଦରମା ନଦେବାରୁ କର୍ମଚାରୀମାନେ ପଞ୍ଜୀକରଣ କାର୍ଯ୍ୟରୁ ଓହରିଯାଇଛନ୍ତି।
Advertisment
ଫଳରେ ପଞ୍ଜୀକରଣ ହୋଇପାରୁନି କି, ରୋଗୀ ଏବଂ ସମ୍ପର୍କୀୟଙ୍କୁ ଟିକଟ୍ ମିଳିପାରୁନାହିଁ।
ଏହାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଛି। ୟୁନିସପ୍ ନାମକ ଏକ ଠିକା ସଂସ୍ଥା ପଞ୍ଜୀକରଣ ଦାୟିତ୍ୱ ନେଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)