Advertisment

Major Food Safety Raid: ରେଡ୍ କଲା ସ୍ୱାସ୍ଥ୍ୟ ବିଭାଗ, ବିପୁଳ ପରିମାଣର ବାସି ଖାଦ୍ୟ ନଷ୍ଟ କରି ସିଲ୍ କଲା ହୋଟେଲ

ଏକ ହୋଟେଲରେ ଚଢାଉ କରି ସିଲ୍ କଲା ସ୍ବାସ୍ଥ୍ୟ ବିଭାଗ। ବିପୁଳ ପରିମାଣର ବାସି ଖାଦ୍ୟ ନଷ୍ଟ କରାଯାଇଛି। ମେଡିକାଲ ରୋଡରେ ଥିବା ସମସ୍ତ ମେଡ଼ିସିନ ଦୋକାନ, କେକ ଦୋକାନ ଓ ହୋଟେଲ ଉପରେ ଚଢ଼ାଉ କରାଯାଇଛି।

author-image
Tapan Swain
FOOD-RAID

FOOD-RAID Photograph: (OTV)

ହୋଟେଲରେ ସିଏମ୍ସି ସ୍ବାସ୍ଥ୍ୟ ବିଭାଗର ଚଢାଉ। ବାସି, ଅପମିଶ୍ରିତ ଓ ଏକ୍ସପାଏରୀ ଖାଦ୍ୟ ନେଇ ରେଡ୍। କଟକ ମଙ୍ଗଳାବାଗ ସ୍ଥିତ ମେଡିକାଲ ରୋଡ଼ରେ ଏକ ହୋଟେଲରେ ଚଢାଉ କରି ସିଲ୍ କଲା ସ୍ବାସ୍ଥ୍ୟ ବିଭାଗ।

Advertisment

ବିପୁଳ ପରିମାଣର ବାସି ଖାଦ୍ୟ ନଷ୍ଟ କରାଯାଇଛି। ସେହିପରି ମେଡିକାଲ ରୋଡରେ ଥିବା ସମସ୍ତ ମେଡ଼ିସିନ ଦୋକାନ, କେକ ଦୋକାନ ଓ ହୋଟେଲ ଉପରେ ଚଢ଼ାଉ କରାଯାଇଛି। 

ହୋଟେଲରେ ସିଏମସି ସ୍ବାସ୍ଥ୍ୟ ବିଭାଗର ଚଢାଉ

ବାସି, ଅପମିଶ୍ରିତ ଓ ଏକ୍ସପାଏରୀ ଖାଦ୍ୟ ନେଇ ରେଡ୍
ମଙ୍ଗଳାବାଗ ମେଡିକାଲ ରୋଡରେ ଥିବା ଏକ ହୋଟେଲ ସିଲ୍
ବିପୁଳ ପରିମାଣର ବାସି ଖାଦ୍ୟ ଜବତ
ମେଡିସିନ ଦୋକାନ, କେକ୍ ଦୋକାନରେ ମଧ୍ୟ ଚଢ଼ାଉ

Advertisment

Raid CMC
Advertisment
Related Articles
Advertisment