/odishatv-khabar/media/media_files/2026/02/11/reaction-2026-02-11-15-34-12.jpg)
Reaction Photograph: (OTV)
ହତ୍ୟା ପାଇଁ ଲିଜା ଦାୟୀ। ଦିନେଶକୁ ଗିରଫ କରିବା ପରେ ସାମ୍ନାକୁ ଆସିଲା ଦିନେଶ ପତ୍ନୀଙ୍କ ପ୍ରତିକ୍ରିୟା। ମୋ ସ୍ବାମୀକୁ ସେଇ ଝିଅ ଖରାପ କରିଛି। ଲିଜା ସହ ସମ୍ପର୍କ ପରେ ଧିରେ ଧିରେ ଖରାପ ହୋଇ ଯାଇଥିଲେ ଦିନେଶ ବୋଲି କହିଛନ୍ତି ତାଙ୍କ ପତ୍ନୀ।
Advertisment
ଏପରିକି ଲମ୍ବା ସମୟ ଧରି ଘରକୁ ଆସୁନଥିଲେ, ଭୁବନେଶ୍ବରରେ ହିଁ ରହୁଥିଲେ ବୋଲି କହିଛନ୍ତି। ୧୦ ବର୍ଷ ତଳେ ଦିନେଶଙ୍କୁ ପ୍ରେମ ବିବାହ କରିଥିଲେ କିନ୍ତୁ ଏତେ ବଡ଼ ଅଘଟଣ ପରେ ଏବେ ମାଆ ଝିଅ ଏକା ପଡ଼ିଗଲୁ ବୋଲି ସେ ଦୁଃଖରେ କହିଛନ୍ତି।
ହତ୍ୟା ପାଇଁ ଲିଜା ଦାୟୀ: ଦିନେଶର ପତ୍ନୀ
ସାମ୍ନାକୁ ଆସିଲା ଦିନେଶ ପତ୍ନୀଙ୍କ ପ୍ରତିକ୍ରିୟା
‘ମୋ ସ୍ବାମୀକୁ ସେଇ ଝିଅ ଖରାପ କରିଛି’
‘ଲିଜା ସହ ସମ୍ପର୍କ ପରେ ଖରାପ ହେଇଥିଲେ’
‘ଘରକୁ ଆସୁନଥିଲେ, ଭୁବନେଶ୍ବରରେ ରହୁଥିଲେ’
‘ଏବେ ମାଆ ଝିଅ ଏକା ପଡ଼ିଗଲୁ’
‘୧୦ ବର୍ଷ ତଳେ ଦିନେଶଙ୍କୁ ପ୍ରେମ ବିବାହ କରିଥିଲି’
Advertisment
Advertisment


Related Articles
Sura Routray Blames ‘Two Sons Factor’ : ୨ ପୁଅଙ୍କ ପାଇଁ ମୁଣ୍ଡ ନୁଆଁଇବାରୁ କଂଗ୍ରେସ ଜଟଣୀରେ ହାରିଲା, ମାନିଲେ ସୁର ରାଉତରାୟ
POSTED

Naagin Girl Mystery: ଝିଅ ପାଲଟିଲା ନାଗ କନ୍ୟା ! କାତି ଛାଡି ହଠାତ୍ ଅଦୃଶ୍ୟ ହୋଇଗଲା...
POSTED

Mandatory PUCC for Everyone Soon: ସମସ୍ତଙ୍କୁ PUCC କରିବା ବାଧ୍ୟତାମୂଳକ, ଟୋଲ୍ ଗେଟରେ ଫାଇନ୍ କମାଇବା ପାଇଁ ଚାଲିଛି ଯୋଜନା : ମନ୍ତ୍ରୀ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)