Advertisment

ଦଶପଲ୍ଲା-ବାଣୀଗୋଚ୍ଛା ଜଙ୍ଗଲରେ ନିଆଁ

ନୟାଗଡ଼(ସତ୍ୟନାରାୟଣ ସୁରଜଗଦେବ): ନୟାଗଡ଼ ଜିଲ୍ଲା ଦଶପଲ୍ଲା-ବାଣୀଗୋଚ୍ଛା ଜଙ୍ଗଲରେ ନିଆଁ ଲାଗି ମୂଲ୍ୟବାନ ଗଛ ପୋଡ଼ି ନଷ୍ଟ ହୋଇଛି। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଏନେଇ ଖବର ପାଇବା ପରେ ଦଶପଲ୍ଲା ଅଗ୍ନିଶମ ବିଭାଗ ସହ ବନ ବିଭାଗ କର୍ମଚାରୀ ନିଆଁ ଲିଭା କାମରେ ନିୟୋଜିତ ହୋଇଛନ୍ତି। ଜଙ୍ଗଲରେ ନିଆଁ ଲାଗିବା ଫଳରେ ଆଖ ପାଖ ଅଞ୍ଚଳ ଧୂଆଁମୟ ହେବା ସହ ଜନଜୀବନ ବାଧାପ୍ରାପ୍ତ ହୋଇଛି। ଏହାସହ ଯାତାୟତରେ ମଧ୍ୟ […]

author-image
Jyotsnamayee Pradhan
ଦଶପଲ୍ଲା-ବାଣୀଗୋଚ୍ଛା ଜଙ୍ଗଲରେ ନିଆଁ

fire

ନୟାଗଡ଼(ସତ୍ୟନାରାୟଣ ସୁରଜଗଦେବ): ନୟାଗଡ଼ ଜିଲ୍ଲା ଦଶପଲ୍ଲା-ବାଣୀଗୋଚ୍ଛା ଜଙ୍ଗଲରେ ନିଆଁ ଲାଗି ମୂଲ୍ୟବାନ ଗଛ ପୋଡ଼ି ନଷ୍ଟ ହୋଇଛି। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି।

Advertisment

ଏନେଇ ଖବର ପାଇବା ପରେ ଦଶପଲ୍ଲା ଅଗ୍ନିଶମ ବିଭାଗ ସହ ବନ ବିଭାଗ କର୍ମଚାରୀ ନିଆଁ ଲିଭା କାମରେ ନିୟୋଜିତ ହୋଇଛନ୍ତି। ଜଙ୍ଗଲରେ ନିଆଁ ଲାଗିବା ଫଳରେ ଆଖ ପାଖ ଅଞ୍ଚଳ ଧୂଆଁମୟ ହେବା ସହ ଜନଜୀବନ ବାଧାପ୍ରାପ୍ତ ହୋଇଛି। ଏହାସହ ଯାତାୟତରେ ମଧ୍ୟ ବାଧା ଦେଖାଦେଇଛି।

Advertisment
Advertisment