Advertisment

Berhampur Murder Case: ସାମ୍ନାକୁ ଆସିଲା ସାର୍ପ ସୁଟର କୁରୁପତି ଭୂୟାଁର ପ୍ରଥମ ଫଟୋ

ପୀତବାସ ପଣ୍ଡାଙ୍କୁ ଗୁଳି କରିଥିଲା ସୁଟର କୁରୁପତି ଭୂୟାଁ। ବିକ୍ରମ ପଣ୍ଡାଙ୍କୁ ମିଶାଇ ଘଟଣାରେ ଗିରଫ ହୋଇଛନ୍ତି ୧୩ ଜଣ। ସୁଟର୍ କୁରୁପତି ଭୂୟାଁ ଓ ଡିଲ୍ କରିଥିବା ଉମା ବିଷୋୟୀଙ୍କ ପତ୍ତା ମିଳିନି।

author-image
Chinmayee Sahoo
pitabas

pitabas Photograph: (OTV)

ସାମ୍ନାକୁ ଆସିଲା ସାର୍ପ ସୁଟର କୁରୁପତି ଭୂୟାଁର ପ୍ରଥମ ଫଟୋ । ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରିଥିଲା ଏହି ସାର୍ପ ସୁଟର କୁରୁପତି ଭୂୟାଁ । ଘଟଣାରେ ଏବେ ଯାଏଁ ପୋଲିସ ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ମିଶାଇ ୧୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସୁଟର୍ କୁରୁପତି ଭୂୟାଁ ଓ ହତ୍ୟାକାରୀଙ୍କ ସହ ଡିଲ୍ କରିଥିବା ଉମା ବିଷୋୟୀଙ୍କ ପତ୍ତା ପାଇନି । ଏମାନେ ଗଲେ କୁଆଡ଼େ । ରାଜ୍ୟ ଭିତରେ ଅଛନ୍ତି ନା ବାହାରେ ? କାହା ଇଙ୍ଗିତ ଓ ଛତ୍ରଛାୟାରେ ଏମାନେ କେଉଁଠି ଆତ୍ମଗୋପନ କରିଛନ୍ତି ? ପୋଲିସ ଏହି ଦୁଇ ଜଣଙ୍କୁ ଧରିବାକୁ ଚଳାଇଛି ତନାଘନା । ଗତ ୬ ତାରିଖରେ ବ୍ରହ୍ମପୁରରେ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା ।
•    ସୁଟର କୁରୁପତିର ପ୍ରଥମ ଫଟୋ
•    ସାମ୍ନାକୁ ଆସିଲା ସାର୍ପ ସୁଟର କୁରୁପତି ଭୂୟାଁର ପ୍ରଥମ ଫଟୋ
•    ପୀତବାସ ପଣ୍ଡାଙ୍କୁ ଗୁଳି କରିଥିଲା ସୁଟର କୁରୁପତି ଭୂୟାଁ 
•    ବିକ୍ରମ ପଣ୍ଡାଙ୍କୁ ମିଶାଇ ଘଟଣାରେ ଗିରଫ ହୋଇଛନ୍ତି ୧୩ ଜଣ
•    ସୁଟର୍ କୁରୁପତି ଭୂୟାଁ ଓ ଡିଲ୍ କରିଥିବା ଉମା ବିଷୋୟୀଙ୍କ ପତ୍ତା ମିଳିନି
•    ଗତ ୬ ତାରିଖରେ ବ୍ରହ୍ମପୁରରେ ପୀତବାସଙ୍କୁ କରାଯାଇଥିଲା ହତ୍ୟା

Advertisment

ଅଧିକ ଦେଖନ୍ତୁ:

Pitabas Murder Case
Advertisment
Related Articles
Advertisment