Advertisment

ଜାଲ ନୋଟ୍‌ ରାକେଟ୍‌ ଠାବ, ୩ ଗିରଫ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ପୁଲିସ୍‌ ଏକ ଜାଲ ନୋଟ୍‌ ରାକେଟ୍‌ ଠାକ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୩୪ ହଜାର ଜାଲ୍‌ ନୋଟ୍‌ ଜବତ କରାଯାଇଛି। ଜବତ ଜାଲ ନୋଟ୍‌ ମଧ୍ୟରେ ୧୪ଟି ୨ ହଜାର ଟଙ୍କିଆ ନୋଟ୍ ଏବଂ ୧୨ଟି ୫ ଶହ ଟଙ୍କିଆ ନୋଟ୍ ରହିଛି। ଜିଲ୍ଲାରେ ଗଞ୍ଜେଇ ମାଫିଆ ଏହି ଜାଲ ନୋଟ୍ କାରବାର କରୁଥିବା ମାଲକାନଗିରି ଏସ୍‌ପି କହିଛନ୍ତି।

author-image
Jyotsnamayee Pradhan
ଜାଲ ନୋଟ୍‌ ରାକେଟ୍‌ ଠାବ, ୩ ଗିରଫ

arrest

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ପୁଲିସ୍‌ ଏକ ଜାଲ ନୋଟ୍‌ ରାକେଟ୍‌ ଠାକ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୩୪ ହଜାର ଜାଲ୍‌ ନୋଟ୍‌ ଜବତ କରାଯାଇଛି।

Advertisment

ଜବତ ଜାଲ ନୋଟ୍‌ ମଧ୍ୟରେ ୧୪ଟି ୨ ହଜାର ଟଙ୍କିଆ ନୋଟ୍ ଏବଂ ୧୨ଟି ୫ ଶହ ଟଙ୍କିଆ ନୋଟ୍ ରହିଛି।

ଜିଲ୍ଲାରେ ଗଞ୍ଜେଇ ମାଫିଆ ଏହି ଜାଲ ନୋଟ୍ କାରବାର କରୁଥିବା ମାଲକାନଗିରି ଏସ୍‌ପି କହିଛନ୍ତି।

Advertisment

Advertisment
Advertisment