Advertisment

ମହୁଲ ଗୋଟାଇବାକୁ ଯାଇଥିଲେ ଦଳିଦେଲା ହାତୀ

ସୁନ୍ଦରଗଡ଼(ବିଜୟ ବରୁଆ):ସୁନ୍ଦରଗଡ଼ ଜିଲ୍ଲା ଗୋପାଳପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଝୁପରୁଙ୍ଗା ପତ୍ରାପାଲ୍ଲିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ  ମୁରଲି ସା। ମୁରଲି ମହୁଲ ଗୋଟାଇବାକୁ ଯାଇଥିବାବେଳେ ହାତୀ ତାଙ୍କୁ ଦଳି ଦେଇଥିଲା।

author-image
Jyotsnamayee Pradhan
ମହୁଲ ଗୋଟାଇବାକୁ ଯାଇଥିଲେ ଦଳିଦେଲା ହାତୀ

death

ସୁନ୍ଦରଗଡ଼(ବିଜୟ ବରୁଆ):ସୁନ୍ଦରଗଡ଼ ଜିଲ୍ଲା ଗୋପାଳପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଝୁପରୁଙ୍ଗା ପତ୍ରାପାଲ୍ଲିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ  ମୁରଲି ସା।

Advertisment

ମୁରଲି ମହୁଲ ଗୋଟାଇବାକୁ ଯାଇଥିବାବେଳେ ହାତୀ ତାଙ୍କୁ ଦଳି ଦେଇଥିଲା।

Advertisment
Advertisment