/odishatv-khabar/media/post_attachments/uploadimage/library/16_9/16_9_0/dear-skin_1625359203.jpg)
dear skin
ଭୁବନେଶ୍ୱର: ହରିଣ ଶିକାରୀ ରାକେଟ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ଚନ୍ଦକା ଅଭୟାରଣ୍ୟରୁ ହରିଣ ଶିକାର କରି ଏହାର ଛାଲକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ୧୧ ଜଣ।
Advertisment
ହରିଣ ମାସଂ ଓ ଛାଲ ବିକ୍ରି ନେଇ ୨ ଶିକାରୀ ଗିରଫ ହୋଇଥିବା ବେଳେ ଏହାକୁ କିଣିବା ଅଭିଯୋଗରେ ଅନ୍ୟ ୯ ଜଣଙ୍କୁ ଗିରଫ କରାଯାଇଛି। ଚନ୍ଦକା ଜଙ୍ଗଳରେ ହରିଣ ମାଂସ ବିକ୍ରି ହେଉଥବା ଖବର ପାଇଁ ବନ ବିଭାଗ ଓ ପୋଲିସ୍ ମିଳିତ ଭାବେ ଏହି ଅପରେସନ୍ କରିଥିଲେ। ଯାହା ପରେ ଏହି ରାକେଟ୍ ଉପରୁ ପରଦା ହଟିଛି। ଅଭିଯୁକ୍ତଙ୍କଠାରୁ ହରିଣ ଛାଲ, ମାଂସ, ମାରଣାସ୍ତ୍ର ଓ ବନ୍ଧୁକ ଜଗତ ହୋଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)