/odishatv-khabar/media/post_attachments/uploadimage/library/16_9/16_9_0/ctc-88888888888888888_1626758465.jpg)
ctc
କଟକ(ଦେବାଶିଷ ମହାନ୍ତି): କଟକ ମାଲଗୋଦାମ ଅଞ୍ଚଳରେ ପୁଲିସ୍ ଏନ୍କାଉଣ୍ଟରେରେ ଅପରାଧୀ ମୁନୁ ଓରଫ୍ ମନୋଜ ସ୍ୱାଇଁ ଆହତ ହୋଇଛି। ମନୋଜର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
ମନୋଜ ଯୋବ୍ରା ମହାନଦୀ କୂଳରେ ଥିବା ସୂଚନା ପାଇ ପୁଲିସ୍ ଚଢ଼ଉ କରିଥିଲା। ହେଲେ ମନୋଜ ପୁଲିସ୍ ଉପରକୁ ଗୁଳି ଓ ବୋମା ମାଡ଼ କରିଥିଲା। ତେବେ ବୋମାମାଡ଼ରେ ମାଲଗୋଦାମ ଆଇଆଇସି ରବିନାରାୟଣ ଭଞ୍ଜଙ୍କ ସହ ୩ ଜଣ ପୁଲିସ୍ କର୍ମୀ ଆହତ ହୋଇଛନ୍ତି।
ମନୋଜ ପାଖରୁ ୩ଟି ବୋମା ଜବତ ହୋଇଛି।
ସୂଚନାଯୋଗ୍ୟ, ଗତ ୧୬ ତାରିଖରେ ମାଲଗୋଦାମ ଅଞ୍ଚଳରେ ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣାରେ ମନୋଜ ସଂପୃକ୍ତ ଥିବା ଜଣାପଡ଼ିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)