Advertisment

Corona Updates in Odisha: ଓଡ଼ିଶାରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୩୭୧ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦ ଜିଲ୍ଲାରୁ ଚିହ୍ନଟ ହେଲେ ୩,୩୭୧ କରୋନା ରୋଗୀ।  ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି। କ୍ୱରେଣ୍ଟିନ୍‌ରୁ ୨, ୯୫୩ ଏବଂ ଲୋକାଲ କେସ ୧,୩୧୮ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ଟିଭ କେସ୍‌ ୨୭, ୬୩୮ ରହିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୭, ୬୦୨  ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୫୯, ୪୭୦ ଜଣ ସୁସ୍ଥ ହୋଇଛନ୍ତି। […]

author-image
Minati Mishra
ଅଦ୍ୟତନ ହୋଇଛି
Corona Updates in Odisha: ଓଡ଼ିଶାରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୩୭୧ କରୋନା ରୋଗୀ

Corona Vaccine Update

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦ ଜିଲ୍ଲାରୁ ଚିହ୍ନଟ ହେଲେ ୩,୩୭୧ କରୋନା ରୋଗୀ।  ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି। କ୍ୱରେଣ୍ଟିନ୍‌ରୁ ୨, ୯୫୩ ଏବଂ ଲୋକାଲ କେସ ୧,୩୧୮ ଅଛନ୍ତି
Advertisment

ଏହାକୁ ମିଶାଇ ରାଜ୍ୟରେ ଆକ୍ଟିଭ କେସ୍‌ ୨୭, ୬୩୮ ରହିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୭, ୬୦୨  ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୫୯, ୪୭୦ ଜଣ ସୁସ୍ଥ ହୋଇଛନ୍ତି।

ଖୋର୍ଦ୍ଧାରୁ (Khordha) ସର୍ବଧିକ ୫୪୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ କଟକରୁ (Cuttack) ୩୫୭ ଜଣ ଚିହ୍ନଟ ହୋଇଛନ୍ତି।

Advertisment
Corona Updates in Odisha Today:

ଆହୁରି ପଢ଼ନ୍ତୁ: 24 ଘଣ୍ଟାରେ 13 କରୋନା ମୃତ୍ୟୁ

Coronavirus Odisha News Corona Updates In Odisha
Advertisment
Advertisment