/odishatv-khabar/media/post_attachments/uploadimage/library/16_9/16_9_0/cb_1627110262.jpg)
cb
କଟକ: କଟକ SCB ମେଡିକାଲର ବିକାଶ ଓ ବିଶ୍ୱସ୍ତରୀୟ କରିବାକୁ ପ୍ରୟାସ କରିଛନ୍ତି ଓଡ଼ିଶା ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୦ଜଣ ବିଶିଷ୍ଟ ଡାକ୍ତରଙ୍କୁ ଏଥିପାଇଁ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି।
Advertisment
ଏହି ୧୦ଜଣଙ୍କ ମଧ୍ୟରୁ ୭ଜଣ ପଦ୍ମ ପୁରସ୍କାର ବିଜେତା ଓ ଉପଦେଷ୍ଟା ଟିମରେ ଥିବା ୪ଜଣ SCB ମେଡିକାଲର ଆଲୁମିନି ମଧ୍ୟ।
ପରାମର୍ଶଦାତା ମଣ୍ଡଳୀରେ ଥିବା ସଦସ୍ୟ ମାନେ ହେଲେ, ଡାକ୍ତର ରମାକାନ୍ତ ପଣ୍ଡା, ଡାକ୍ତର ଦେବୀ ସେଠୀ, ଡାକ୍ତର କେ. ଶ୍ରୀନାଥ ରେଡ୍ଡେୀ, ଡାକ୍ତର ସୁବ୍ରତ ଆଚାର୍ଯ୍ୟ, ଡାକ୍ତର ମୁକୁଟ ମିଞ୍ଜ, ଡାକ୍ତର ଦିଗାମ୍ବର ବେହେରା, ଡାକ୍ତର ରଂଜନ ବାଡେଓ୍ୱ, ଡାକ୍ତର ଜଗତ ନରୁଲା, ଡାକ୍ତର ଜି.ଏନ ରାଓ ଓ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର।
Advertisment
ଏହି ଟିମର ପରାମର୍ଶରେ ଏସ୍ସିବିର ବିକାଶ କରାଯିବାକୁ ସରକାର ଯୋଜନା ରଖିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)