Advertisment

ଦିନିକିଆ ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀର ଶେରଗଡ଼ରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ  ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶେରଗଡ଼ଠାରେ ୮କୋଟି ବ୍ୟୟରେ ଆଇଟିଆଇ, ୧କୋଟି ୯୦ଲକ୍ଷ ଟଙ୍କା ବ୍ୟୟରେ ନବ ନିର୍ମିତ ଦକ୍ଷତା ବିକାଶ କେନ୍ଦ୍ର, ୮କୋଟି ଟଙ୍କା ବ୍ୟୟରେ ନନ୍ଦିନୀ ନାଳ ଉପରେ ସେତୁ, ୨୫ଲକ୍ଷ ବ୍ୟୟରେ […]

author-image
Abinash Pati
ଦିନିକିଆ ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ

Capture

ଗଞ୍ଜାମ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀର ଶେରଗଡ଼ରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ  ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

Advertisment

ଶେରଗଡ଼ଠାରେ ୮କୋଟି ବ୍ୟୟରେ ଆଇଟିଆଇ, ୧କୋଟି ୯୦ଲକ୍ଷ ଟଙ୍କା ବ୍ୟୟରେ ନବ ନିର୍ମିତ ଦକ୍ଷତା ବିକାଶ କେନ୍ଦ୍ର, ୮କୋଟି ଟଙ୍କା ବ୍ୟୟରେ ନନ୍ଦିନୀ ନାଳ ଉପରେ ସେତୁ, ୨୫ଲକ୍ଷ ବ୍ୟୟରେ ଶେରଗଡ଼ ପଞ୍ଚାୟତ ଭବନ, ୧୫ ଲକ୍ଷ ବ୍ୟୟରେ ଶେରଗଡ଼ ମେନ୍‌ରୋଡ୍‌ରେ ଆଲୋକୀକରଣ ପ୍ରକଳ୍ପ ଓ ୧୧କୋଟି ବ୍ୟୟରେ ଝଗଡ଼ାଇଠାରୁ ଜାହାଡ଼ ପର୍ଯ୍ୟନ୍ତ ଋଷିକୂଲ୍ୟା ନଦୀରେ ହାଇ ଲେବୁଲ୍‌ ସେତୁ ଉଦ୍‌ଘାଟନ କରିଛନ୍ତି।

ଏଥିସହିତ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଓ ଛତ୍ରପୁରରେ ବିଭିନ୍ନ କାର୍ଯ୍ୟକ୍ରମର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଯୋଗ ଦେଇଥିଲେ।

Advertisment

Advertisment
Advertisment