Advertisment

ଟିଟିଲାଗଡ଼ରେ ଶିଶୁବଳି !

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସହର ବହିଦାରପଡ଼ା ରେଳ ଧାରଣ ନିକଟରୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ଶିଶୁବଳି ବୋଲି ଆଶଙ୍କା କରଯାଉଛି। ମୃତଦେହଟି ଏକ କମ୍ବଳରେ ଘୋଡ଼ା ହୋଇଥିବା ଅବସ୍ଥାରେ ରେଳ ଧାରଣା କଡ଼ରେ ପଡ଼ିଥିଲା। ମୃତଦେହ ନିକଟରେ ପୂଜା ସାମଗ୍ରୀ ମଧ୍ୟ ପଡ଼ିଥିଲା। […]

author-image
Jyotsnamayee Pradhan
ଟିଟିଲାଗଡ଼ରେ ଶିଶୁବଳି !

child

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସହର ବହିଦାରପଡ଼ା ରେଳ ଧାରଣ ନିକଟରୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

Advertisment

ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ଶିଶୁବଳି ବୋଲି ଆଶଙ୍କା କରଯାଉଛି। ମୃତଦେହଟି ଏକ କମ୍ବଳରେ ଘୋଡ଼ା ହୋଇଥିବା ଅବସ୍ଥାରେ ରେଳ ଧାରଣା କଡ଼ରେ ପଡ଼ିଥିଲା। ମୃତଦେହ ନିକଟରେ ପୂଜା ସାମଗ୍ରୀ ମଧ୍ୟ ପଡ଼ିଥିଲା। ମୃତଦେହଟି ପ୍ରାୟ ଚାରି ପାଞ୍ଚ ଦିନର ବୋଲି ଅନୁମାନ କରାଯାଉଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Advertisment
Advertisment