/odishatv-khabar/media/media_files/2026/02/04/cm-mohan-majhi-2026-02-04-19-23-48.jpg)
CM Mohan Majhi Photograph: (OTV)
ରାଷ୍ଟ୍ରପତିଙ୍କ ଘର ସାମ୍ନାରେ ରୋଚକ ଦୃଶ୍ୟ। ରାଷ୍ଟ୍ରପତିଙ୍କୁ ଦେଖିବାକୁ ଆସିଥିବା ପିଲାଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦେଖି ହଠାତ୍ ଅଟକି ଗଲେ ସିଏମ୍। ଗାଡିରୁ ଓହ୍ଲାଇ ବାରିକେଡ୍ ପାଖରେ ଛିଡା ହୋଇଥିବା ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀ ହାତ ହଲାଇବା ସହ କଥା ହୋଇଥିଲେ।
Advertisment
ଏତିକି ବେଳେ ଉପସ୍ଥିତ ପିଲାଙ୍କୁ ବିଭିନ୍ନ ପ୍ରଶ୍ନ ବି ପଚାରିଥିଲେ। ରାଷ୍ଟ୍ରପତିଙ୍କ ଘରକୁ ଦେଖାଇ, ଏ ଘର କାହାର? ବଡ଼ ହେଲେ କଣ ହେବ , ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାମ କଣ ବୋଲି ପଚାରିଥିଲେ। ପିଲାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପାଖରୁ ଦେଖି ହସ ହସ ମୁହଁରେ ଉତ୍ତର ଦେଇଥିଲେ।
Advertisment


Related Articles
Violence Erupts Over Land Dispute: ଜମିବାଡ଼ି ବିବାଦକୁ ନେଇ ବିଚ୍ ରାସ୍ତାରେ ଯୁବକଙ୍କୁ ଆକ୍ରମଣ ଅଭିଯୋଗ, ଗୋଡ଼ାଇ ଗୋଡ଼ାଇ ହାଣିଲେ
POSTED

End of President’s Rule in Manipur: ହଟିଲା ରାଷ୍ଟ୍ରପତି ଶାସନ, ନୂଆ ମୁଖ୍ୟମନ୍ତ୍ରୀ ପାଇବ ମଣିପୁର
POSTED

Rahul’s ‘Traitor’ Jibe Sparks Fresh Controversy: ବିଟ୍ଟୁଙ୍କୁ 'ଗଦ୍ଦାର' କହି ଅଡୁଆରେ ରାହୁଲ ଗାନ୍ଧୀ; ବିଜେପି କହିଲା ଶିଖମାନଙ୍କୁ କରିଛନ୍ତି ଅପମାନିତ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)