Advertisment

କାଲିଠାରୁ ବିଭିନ୍ନ ସ୍ଥାନରେ ବିଦ୍ୟୁତ କାଟ ହେବ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ବିଦ୍ୟୁତ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ କାଟ କରାଯିବ। ପ୍ରଥମେ ବକେୟା ରଖିଥିବା ଶିଳ୍ପ ଓ ବାଣିଜ୍ୟିକ ସଂସ୍ଥା ଗୁଡ଼ିକରୁ ବିଦ୍ୟୁତ ବିଛିନ୍ନ କରାଯିବ। ତେବେ ଏ ସବୁ ନିଷ୍ପତ୍ତି ପରେ ମଧ୍ୟ କଟକରେ ଥିବା ବିଦ୍ୟୁତ ବିଭାଗର ଦେୟ ଆଦାୟ କେନ୍ଦ୍ର ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିନାହିଁ। ରାଣୀହାଟ ଓ ଯୋବ୍ରା ଠାରେ ଥିବା ସେସୁ କାର୍ଯ୍ୟାଳୟରେ ସବୁଦିନ ଭଳି ସାଧାରଣ ଗ୍ରାହକମାନେ ଆସି ବିଦ୍ୟୁତ ଦେୟ ପୈଠ […]

author-image
Abinash Pati
କାଲିଠାରୁ ବିଭିନ୍ନ ସ୍ଥାନରେ ବିଦ୍ୟୁତ କାଟ ହେବ

bijuli

ଭୁବନେଶ୍ୱର: ଆସନ୍ତାକାଲିଠାରୁ ବିଦ୍ୟୁତ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ କାଟ କରାଯିବ। ପ୍ରଥମେ ବକେୟା ରଖିଥିବା ଶିଳ୍ପ ଓ ବାଣିଜ୍ୟିକ ସଂସ୍ଥା ଗୁଡ଼ିକରୁ ବିଦ୍ୟୁତ ବିଛିନ୍ନ କରାଯିବ।

Advertisment

ତେବେ ଏ ସବୁ ନିଷ୍ପତ୍ତି ପରେ ମଧ୍ୟ କଟକରେ ଥିବା ବିଦ୍ୟୁତ ବିଭାଗର ଦେୟ ଆଦାୟ କେନ୍ଦ୍ର ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିନାହିଁ। ରାଣୀହାଟ ଓ ଯୋବ୍ରା ଠାରେ ଥିବା ସେସୁ କାର୍ଯ୍ୟାଳୟରେ ସବୁଦିନ ଭଳି ସାଧାରଣ ଗ୍ରାହକମାନେ ଆସି ବିଦ୍ୟୁତ ଦେୟ ପୈଠ କରିଥିଲେ।

ସେସୁର ତାଗିଦ ସତ୍ୱେ ବିଦ୍ୟୁତ ଦେୟ ସଂଗ୍ରହ କେନ୍ଦ୍ରଗୁଡ଼ିକ ଅଧିକାଂଶ ସମୟ ଖାଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ସରକାର ଆସନ୍ତାକାଲିଠାରୁ ବିଦ୍ୟୁତ ବିଛିନ୍ନ କରିବାକୁ ଘୋଷଣା କରିଥିଲେ ମଧ୍ୟ ସବୁଦିନ ଭଳି ଗ୍ରାହକଙ୍କ ସମାନ ସ୍ଥିତି ଦେଖିବାକୁ ମିଳିଥିଲା।

Advertisment
Advertisment
Advertisment