Advertisment

କରୋନା ମୁକାବିଲା ପାଇଁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍। ଓଡ଼ିଶା ସହିତ ୪ଟି ରାଜ୍ୟକୁ କେନ୍ଦ୍ରୀୟ ଟିମ୍ ପଠାଇବ ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଓଡ଼ିଶା ସମେତ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼କୁ କେନ୍ଦ୍ରୀୟ ଟିମ୍‌ ପଠାଯିବ। ସଂପୃକ୍ତ ୪ ରାଜ୍ୟରେ ହଠାତ୍ କରୋନା କେସ୍ ବଢ଼ିଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଏହି ରାଜ୍ୟଗୁଡ଼ିକରେ କରୋନା କେସ୍ ବଢ଼ିବା ସହିତ ମୃତ୍ୟୁହାର ବଢ଼ିଥିବାରୁ ଟିମ୍ ପଠାଇବାକୁ ନିଷ୍ପତ୍ତି ହୋଇଛି। ଆସିବାକୁ ଥିବା କେନ୍ଦ୍ରୀୟ ଟିମ୍‌ କୋଭିଡ୍ […]

author-image
Abinash Pati
କରୋନା ମୁକାବିଲା ପାଇଁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍

aparajita

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍। ଓଡ଼ିଶା ସହିତ ୪ଟି ରାଜ୍ୟକୁ କେନ୍ଦ୍ରୀୟ ଟିମ୍ ପଠାଇବ ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଓଡ଼ିଶା ସମେତ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼କୁ କେନ୍ଦ୍ରୀୟ ଟିମ୍‌ ପଠାଯିବ।

Advertisment

ସଂପୃକ୍ତ ୪ ରାଜ୍ୟରେ ହଠାତ୍ କରୋନା କେସ୍ ବଢ଼ିଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଏହି ରାଜ୍ୟଗୁଡ଼ିକରେ କରୋନା କେସ୍ ବଢ଼ିବା ସହିତ ମୃତ୍ୟୁହାର ବଢ଼ିଥିବାରୁ ଟିମ୍ ପଠାଇବାକୁ ନିଷ୍ପତ୍ତି ହୋଇଛି।

ଆସିବାକୁ ଥିବା କେନ୍ଦ୍ରୀୟ ଟିମ୍‌ କୋଭିଡ୍ ପରିଚାଳନାରେ ରାଜ୍ୟ ସରକାରଙ୍କୁ ସହାୟତା କରିବ। କଣ୍ଟେନମେଣ୍ଟ, ସର୍ଭେଲାନ୍ସ, ଟେଷ୍ଟିଂ ଆଦିରେ ଟିମ୍‌ ସହାୟତା କରିବ। ଏହି  ଟିମ୍‌ରେ ଜଣେ ସଂକ୍ରାମକ ରୋଗ ବିଶେଷଜ୍ଞ ଓ ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ ରହିବେ।

Advertisment
Advertisment
Advertisment