Advertisment

ଗ୍ରେସ୍ ମାର୍କ ଦେବା ପାଇଁ ସିବିଏସ୍‌ଇ ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

ଭୁବନେଶ୍ୱର: ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କୁ ଗ୍ରେସ୍ ମାର୍କ ଦେବା ପାଇଁ ଦାବି ଜୋର ଧରିଛି। ଏନେଇ ଆଜି ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ସିବିଏସ୍‌ଇର ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି। ଚଳିତବର୍ଷ ସିବିଏସ୍‌ଇ ମାଟ୍ରିକ ପରୀକ୍ଷାର ହିନ୍ଦି, ବିଜ୍ଞାନ ଓ ଗଣିତ ବିଷୟ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଅଭିଭାବକ ସଂଘ ଅଭିଯୋଗ କରିଛି। ଏଥିସହ ଘରୋଇ ସ୍କୁଲ ଗୁଡିକରେ ଏନ୍‌ସିଇଆରଟି ବହି ବ୍ୟବହାର କରାଯାଉ ନଥିବାରୁ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ଦାବି କରିଛି।

author-image
Jyotsnamayee Pradhan
ଗ୍ରେସ୍ ମାର୍କ ଦେବା ପାଇଁ ସିବିଏସ୍‌ଇ ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

cbse

ଭୁବନେଶ୍ୱର: ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କୁ ଗ୍ରେସ୍ ମାର୍କ ଦେବା ପାଇଁ ଦାବି ଜୋର ଧରିଛି। ଏନେଇ ଆଜି ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ସିବିଏସ୍‌ଇର ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି।

Advertisment

ଚଳିତବର୍ଷ ସିବିଏସ୍‌ଇ ମାଟ୍ରିକ ପରୀକ୍ଷାର ହିନ୍ଦି, ବିଜ୍ଞାନ ଓ ଗଣିତ ବିଷୟ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଅଭିଭାବକ ସଂଘ ଅଭିଯୋଗ କରିଛି। ଏଥିସହ ଘରୋଇ ସ୍କୁଲ ଗୁଡିକରେ ଏନ୍‌ସିଇଆରଟି ବହି ବ୍ୟବହାର କରାଯାଉ ନଥିବାରୁ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ଦାବି କରିଛି।

Advertisment
Advertisment