Advertisment

ମାଲଗୋଦାମରେ ଛୁରା ମାଡ଼, ପୀଠାପୁରରେ ଲୁଟ୍‌

କଟକ(ଦେବାଶିଷ ମହାନ୍ତି): କଟକ ମାଲଗୋଦାମରେ ଜଣେ ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ବ୍ୟବସାୟୀଙ୍କ ବେକରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ କିଏ ଓ କାହିଁକି ତାଙ୍କ ଉପରକୁ ଆକ୍ରମଣ କରିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଘଟଣା ପରେ ପୁଲିସ୍‌ ମାମଲାର ଖୋଳତାଡ଼ କରୁଛି। ସେହିପରି କଟକ ପୀଠାପୁର ଅଞ୍ଚଳରେ ମହିଳାଙ୍କୁ ଆକ୍ରମଣ କରି ଦୁର୍ବୃତ୍ତ ସୁନା ଚେନ୍‌ ଲୁଟ୍ କରିଛନ୍ତି। ଏଥିରେ ମହିଳା ଜଣକ ଆହତ […]

author-image
Jyotsnamayee Pradhan
ମାଲଗୋଦାମରେ ଛୁରା ମାଡ଼, ପୀଠାପୁରରେ ଲୁଟ୍‌

loot

କଟକ(ଦେବାଶିଷ ମହାନ୍ତି): କଟକ ମାଲଗୋଦାମରେ ଜଣେ ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ବ୍ୟବସାୟୀଙ୍କ ବେକରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment

ତେବେ କିଏ ଓ କାହିଁକି ତାଙ୍କ ଉପରକୁ ଆକ୍ରମଣ କରିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଘଟଣା ପରେ ପୁଲିସ୍‌ ମାମଲାର ଖୋଳତାଡ଼ କରୁଛି।

ସେହିପରି କଟକ ପୀଠାପୁର ଅଞ୍ଚଳରେ ମହିଳାଙ୍କୁ ଆକ୍ରମଣ କରି ଦୁର୍ବୃତ୍ତ ସୁନା ଚେନ୍‌ ଲୁଟ୍ କରିଛନ୍ତି। ଏଥିରେ ମହିଳା ଜଣକ ଆହତ ହୋଇଛନ୍ତି। ଏନେଇ ବାଦାମବାଡ଼ି ଥାନାରେ ଏକ ମାମଲା ରୁଜୁ ହୋଇଛି।

Advertisment
Advertisment
Advertisment