/odishatv-khabar/media/post_attachments/uploadimage/library/16_9/16_9_0/bus-accident_1625358963.jpg)
bus accident
ବାଲେଶ୍ୱର: କୋଭିଡ୍ ଟେଷ୍ଟ ପାଇଁ ବାଲେଶ୍ୱରରୁ ସାମ୍ପୁଲ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟେଷ୍ଟ ସାମ୍ପୁଲ ନଷ୍ଟ ହୋଇଯାଇଥିବା ଜଣା ପଡ଼ିଛି। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ାର ନିକଟରେ ଘଟିଛି ଏ ଦୁର୍ଘଟଣା।
Advertisment
ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ଏହି ବସକୁ ସାମ୍ନାରୁ ଧକ୍କା ଦେଇଥିଲା ଗୋଟିଏ ଟ୍ରକ। ଦୁର୍ଘଟଣା ପରେ ଉଭୟ ଗାଡିର ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ବସର ହେଲପରକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିା
ଏକ ଘରୋଇ ବସ୍ରେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାରୁ କୋଭିଡ୍ ଟେଷ୍ଟ ପାଇଁ କିଛି ନମୁନା ଭୁବନେଶ୍ୱରର ଆସୁଥିବାବେଳେ ଖନ୍ତାପଡ଼ା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)