/odishatv-khabar/media/post_attachments/uploadimage/library/16_9/16_9_0/angul-123_1626757491.jpg)
angul
ଅନୁଗୋଳ(ବିରଜା ପ୍ରସାଦ ଦାଶ): ରାଜ୍ୟରେ ବିଜେପିର ସଂକଳ୍ପ ଯାତ୍ରା ଆରମ୍ଭ ହୋଇଛି। ବିଧିବଦ୍ଧ ଭାବେ ରାଜ୍ୟରେ ବିଜେପି ନିର୍ବାଚନୀ ପ୍ରଚାର ଆରମ୍ଭ କରିଛି। ସବୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବିଜୟ ସଂକଳ୍ପ ଯାତ୍ରା କରାଯାଉଛି।
Advertisment
ଅନୁଗୋଳ ଜିଲ୍ଲା କିଶୋର ନଗରରେ ବିଜୟ ସଂକଳ୍ପ ଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଛନ୍ତି। ସେ ସାଧାରଣ ସଭାକୁ ଉଦ୍ବୋଧନ ଦେଇଛନ୍ତି।
ଏହି ବିଜୟ ସଂକଳ୍ପ ଯାତ୍ରାରେ ରାଜ୍ୟରେ ୫ହଜାର ସାଧାରଣ ସଭା ଓ ସମାବେଶ କରିବାକୁ ଦଳ ଯୋଜନା ରଖିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ୧୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)