Advertisment

ଆଜି ରାଜ୍ୟର ସମସ୍ତ ବାର ଆସୋସିଏସନ୍‌ରେ ହେବ ନିର୍ବାଚନ

କଟକ(ଗୌତମ ପଣ୍ଡା): ଆଜି ରାଜ୍ୟର ସମସ୍ତ ବାର ଆସୋସିଏସନ୍‌ରେ ଏକାସଙ୍ଗେ ନିର୍ବାଚନ ଅନୁଷ୍ଠିତ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ୱାନ୍ ବାର ୱାନ୍ ଭୋଟ୍ ନୀତି ଲାଗୁ କରିବାରେ ଓଡ଼ିଶା ହେବ ଦେଶର ପ୍ରଥମ ରାଜ୍ୟ। ଏହି ନିୟମ ଅନୁସାରେ ଜଣେ ଆଇନଜୀବୀ ଏକାଧିକ ବାରରେ ସଦସ୍ୟ ଥିଲେ ବି ଗୋଟିଏ ବାରରେ ଭୋଟ୍ ଦେଇପାରିବ। ଏହା ସମସ୍ତ ଆଇନଜୀବୀଙ୍କ ପାଇଁ ଗୌରବର ବିଷୟ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ କୁହାଯାଇଛି।

author-image
Jyotsnamayee Pradhan
ଆଜି ରାଜ୍ୟର ସମସ୍ତ ବାର ଆସୋସିଏସନ୍‌ରେ ହେବ ନିର୍ବାଚନ

cuttack

କଟକ(ଗୌତମ ପଣ୍ଡା): ଆଜି ରାଜ୍ୟର ସମସ୍ତ ବାର ଆସୋସିଏସନ୍‌ରେ ଏକାସଙ୍ଗେ ନିର୍ବାଚନ ଅନୁଷ୍ଠିତ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ୱାନ୍ ବାର ୱାନ୍ ଭୋଟ୍ ନୀତି ଲାଗୁ କରିବାରେ ଓଡ଼ିଶା ହେବ ଦେଶର ପ୍ରଥମ ରାଜ୍ୟ।

Advertisment

ଏହି ନିୟମ ଅନୁସାରେ ଜଣେ ଆଇନଜୀବୀ ଏକାଧିକ ବାରରେ ସଦସ୍ୟ ଥିଲେ ବି ଗୋଟିଏ ବାରରେ ଭୋଟ୍ ଦେଇପାରିବ। ଏହା ସମସ୍ତ ଆଇନଜୀବୀଙ୍କ ପାଇଁ ଗୌରବର ବିଷୟ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ କୁହାଯାଇଛି।

Advertisment
Advertisment