/odishatv-khabar/media/post_attachments/uploadimage/library/16_9/16_9_0/mittal_1626260696.jpg)
mittal
ଭୁବନେଶ୍ୱର: ନବୀନ-ମିତ୍ତଲ ପୁଞ୍ଜିନିବେଶ ଆଲୋଚନା। ଓଡ଼ିଶାରେ ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଲକ୍ଷ୍ମୀ ମିତ୍ତଲଙ୍କ ଆଲୋଚନା ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨ ହଜାର କୋଟିର ପୁଞ୍ଜିନିବେଶ କରିବ ମିତ୍ତଲ ଗ୍ରୁପ୍।
Advertisment
ଓଡ଼ିଶାରେ ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଲକ୍ଷ୍ମୀ ମିତ୍ତଲଙ୍କ ଆଲୋଚନା ହୋଇଛି। ଓଡ଼ିଶାରେ ଉତ୍ପାଦିତ ହେଉଥିବା ଖଣିଜ ଦ୍ରବ୍ୟକୁ ଓଡ଼ିଶାରେ ମୂଲ୍ୟଯୁକ୍ତ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ୨ ହଜାର କୋଟିର ପୁଞ୍ଜିନିବେଶ କରାଯିବା ନେଇ ଆର୍ସେଲ ଗ୍ରୁପ୍ର ଅଧ୍ୟକ୍ଷ ଲକ୍ଷ୍ମୀ ମିତ୍ତଲ ସୂଚନା ଦେଇଛନ୍ତି।
ସେହିପରି ପାରାଦୀପ ଠାରେ ଥିବା ଆର୍ସେଲର ମିତ୍ତଲ ଗ୍ରୁପ୍ ଓ ନିପନ୍ ଷ୍ଟିଲ୍ ପରିଚାଳିତ ପେଲେଟ୍ ପ୍ଲାଣ୍ଟର କ୍ଷମତା 6MPTAରୁ 12MPTAକୁ ବଢ଼ିବ। ଡାବୁନାର ବେନିଫିକେସନ୍ ପ୍ଲାଣ୍ଟର କ୍ଷମତା ମଧ୍ୟ ବୃଦ୍ଧି କରାଯିବା ନେଇ ସେ ସୂଚନା ଦେଇଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)