/odishatv-khabar/media/post_attachments/uploadimage/library/16_9/16_9_0/coronavirus-rcobery_1625295212.jpg)
coronavirus-rcobery
ଭୁବନେଶ୍ୱର: ରାଜ୍ୟରେ ୪୭୬୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ଆଜି ସୁଦ୍ଧା ୧ ଲକ୍ଷ ୭୦ ହଜାର ୧୯୩ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଲେଣି।
ତେବେ ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୭୩ ଆକ୍ରାନ୍ତ ଥିବା ବେଳେ କଟକରୁ ୪୧୧ ଜଣ ଆରୋଗ୍ୟ ହୋଇଛନ୍ତି। ସେହିଭଳି ମୟୂରଭଞ୍ଜରୁ ୨୧୬, ସୁନ୍ଦରଗଡ଼ରୁ ୧୬୭, ଯାଜପୁରରୁ ୧୪୨, ବରଗଡ଼ରୁ ୧୪୧ ଜଣ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।
142 from Jajapur
141 from Bargarh
137 from Baleswar
114 from Nabarangpur
109 from Puri
103 from Jagatsinghpur
103 from Sonepur
102 from Koraput
101 from Anugul
98 from Dhenkanal
97 from Kalahandi
92 from Jharsuguda
91 from Sambalpur
90 from Keonjhar
89 from Kandhamal— H & FW Dept Odisha (@HFWOdisha) September 26, 2020
ବାଲେଶ୍ୱରରୁ ମଧ୍ୟ ୧୩୭ କରୋନା ଆକ୍ରାନ୍ତୁ ସୁସ୍ଥ ହୋଇଛନ୍ତି। ସେହିପରି ନବରଙ୍ଗପୁରରୁ ୧୧୪, ପୁରୀରୁ ୧୦୯, ଜଗତସିଂହପୁରରୁ ୧୦୩, ସୁବର୍ଣ୍ଣପୁରରୁ ୧୦୩, କୋରାପୁଟରୁ ୧୦୨, ଅନୁଗୋଳରୁ ୧୦୧, ଢେଙ୍କାନାଳରୁ ୯୮, କଳାହାଣ୍ଡିରୁ ୯୭, ଝାରସୁଗୁଡ଼ାରୁ ୯୨, ସମ୍ବଲପୁରରୁ ୯୧, କେନ୍ଦୁଝରରୁ ୯୦, କନ୍ଧମାଳରୁ ୮୯ଜଣ ସୁସ୍ଥ ହୋଇଛନ୍ତି।
89 from Kendrapara
86 from Bhadrak
66 from Malkangiri
65 from Bolangir
61 from Boudh
56 from Ganjam
53 from Nuapada
51 from Rayagada
42 from Nayagarh
16 from Deogarh
13 from Gajapati
587 from State Pool— H & FW Dept Odisha (@HFWOdisha) September 26, 2020
କେନ୍ଦ୍ରାପଡ଼ାରୁ ୮୯, ଭଦ୍ରକରୁ ୮୬, ମାଲକାନଗିରିରୁ ୬୬, ବଲାଙ୍ଗିରରୁ ୬୫, ବୌଦ୍ଧରୁ ୬୧, ଗଞ୍ଜାମରୁ ୫୬, ନୂଆପଡ଼ାରୁ ୫୩, ରାୟଗଡ଼ାରୁ ୫୧, ନୟାଗଡ଼ରୁ ୪୨, ଦେବଗଡ଼ରୁ ୧୬, ଗଜପତିରୁ ୧୩ ଓ ଷ୍ଟେଟ୍ ପୁଲ୍ରୁ ୫୮୭ ସୁସ୍ଥ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)