/odishatv-khabar/media/post_attachments/uploadimage/library/16_9/16_9_0/mask-3_1625279943.jpg)
mask
ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୪୩୮୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୯୦୦୮୦ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
Advertisment
କେଉଁ ଜିଲ୍ଲାରୁ କେତେ-
ଖୋର୍ଦ୍ଧାରୁ ସର୍ବାଧତ୍କ ୭୭୦, କଟକରୁ ୫୫୮, ସୁନ୍ଦରଗଡ଼ ଓ ଜଗତସିଂହପୁରରୁ ୨୩୩ ଲେଖାଏଁ, ଯାଜପୁରରୁ ୧୯୮, ପୁରୀ- ୧୯୨, ଝାରସୁଗୁଡ଼ା- ୧୬୮, ମୟୂରଭଞ୍ଜରୁ ୧୫୮, ବରଗଡ଼- ୧୩୫, କେନ୍ଦ୍ରାପଡ଼ା- ୧୨୪, ବାଲେଶ୍ୱରରୁ ୧୨୨ ସୁସ୍ଥ ହୋଇ ଫେରିଛନ୍ତି।
https://twitter.com/HFWOdisha/status/1311659219943190531?s=20
ଅନୁଗୁଳ- ୧୧୯, ସମ୍ବଲପୁର- ୧୧୩, ନୟାଗଡ଼- ୧୦୩, କଳାହାଣ୍ଡି- ୧୦୨, ଢେଙ୍କାନାଳ- ୯୦, ନବରଙ୍ଗପୁରରୁ ୮୨, ନୂଆପଡ଼ା- ୭୬, ସୁବର୍ଣ୍ଣପୁର- ୭୫, କେନ୍ଦୁଝର- ୭୨, କନ୍ଧମାଳ- ୬୧, ଭଦ୍ରକ- ୬୦, କୋରାପୁଟ- ୫୩, ବଲାଙ୍ଗିର- ୪୯, ମାଲକାନଗିରି-୪୬, ଗଞ୍ଜାମ ଓ ରାୟଗଡ଼ାରୁ ୪୨ ଲେଖାଏଁ, ବୌଦ୍ଧରୁ ୩୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)