/odishatv-khabar/media/post_attachments/uploadimage/library/16_9/16_9_0/MASK_1625265319.jpg)
MASK
ଭୁବନେଶ୍ୱର: ଆଜି ରାଜ୍ୟରେ ୪୦୯୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୬ ହଜାର ୪ ଶହ ଆକ୍ରାନ୍ତ ସୁସ୍ଥ ହେଲେଣି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
କେଉଁ ଜିଲ୍ଲାରୁ କେତେ:-
ଖୋର୍ଦ୍ଧାରୁ ସର୍ବାଧତ୍କ ୭୦୪, କଟକ-୩୮୬, ବାଲେଶ୍ୱରରୁ ୩୩୬, ନୂଆପଡ଼ା-୨୦୯, ଅନୁଗୁଳ- ୧୬୫, ମୟୂରଭଞ୍ଜ-୧୩୯, କେନ୍ଦୁଝର-୧୩୧, ଭଦ୍ରକ- ୧୨୫, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୧୨୩ ଲେଖାଏଁ, ଯାଜପୁର- ୧୧୬, ବରଗଡ଼- ୧୧୦, ଢେଙ୍କାନାଳ- ୧୦୭, ପୁରୀ- ୧୦୪ ସୁସ୍ଥ ହୋଇଛନ୍ତି।
https://twitter.com/HFWOdisha/status/1313109059881500672?s=20
ସେହିପରି ସୁନ୍ଦରଗଡ଼- ୮୨, ଝାରସୁଗୁଡ଼ା-୮୧, ନୟାଗଡ଼- ୭୯, ସମ୍ବଲପୁର- ୭୮, କଳାହାଣ୍ଡି ଓ ନବରଙ୍ଗପୁରରୁ ୭୩ ଲେଖାଏଁ, ବଲାଙ୍ଗିରରୁ ୭୦, କୋରାପୁଟ- ୬୭, କନ୍ଧମାଳ- ୬୫, ବୌଦ୍ଧ- ୬୧, ସୁବର୍ଣ୍ଣପୁର-୪୬, ଗଞ୍ଜାମ ଓ ରାୟଗଡ଼ାରୁ ୪୨ ଲେଖାଏଁ, ଗଜପତିରୁ ୩୬, ମାଲକାନଗିରି- ୨୩, ଦେବଗଡ଼- ୧୫ ଏବଂ ଷ୍ଟେଟ୍ ପୁଲ୍ରୁ ୨୮୭ ସୁସ୍ଥ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)