/odishatv-khabar/media/post_attachments/uploadimage/library/16_9/16_9_0/coronavirus-2-1_1625216223.jpg)
coronavirus-2
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣରୁ ସୁସ୍ଥ ହେଲେ ଆଉ ୨୮୪୨ ଜଣ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା।
Advertisment
ସେହିପରି କଟକରୁ ୨୩୭, ନୂଆପଡ଼ାରୁ ୧୬୧, ପୁରୀରୁ ୧୪୮ ଜଣ ସୁସ୍ଥ ହୋଇଥିବା ବେଳେ ସମ୍ବଲପୁର- ୧୩୬, ଅନୁଗୁଳ- ୧୧୯, କଳାହାଣ୍ଡିରୁ ୧୧୭ ସୁସ୍ଥ ହୋଇଛନ୍ତି।
ଝାରସୁଗୁଡ଼ା- ୧୧୮, ଯାଜପୁର- ୧୦୦, ଭଦ୍ରକରୁ ୯୪ ସୁସ୍ଥ ହୋଇଥିବା ବେଳେ ବରଗଡ଼- ୯୩, ମୟୂରଭଞ୍ଜ- ୯୨, ଜଗତସିଂହପୁରରୁ ୮୫, ନୟାଗଡ଼- ୭୮, କେନ୍ଦ୍ରାପଡ଼ା- ୭୬, କେନ୍ଦୁଝର- ୬୮, ଢେଙ୍କାନାଳ- ୬୦
Advertisment
ବଲାଙ୍ଗିର ଓ ନବରଙ୍ଗପୁରରୁ ୫୮ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କୋରାପୁଟ ଓ ମାଲକାନଗିରିରୁ ୪୧ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୪୪୨୨୭ରେ ପହଞ୍ଚିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)