/odishatv-khabar/media/media_files/2026/03/09/traibal-lady-2026-03-09-14-29-05.jpg)
Traibal Lady Photograph: (OTV)
ନାରୀ ପାଖରେ ଆଜି ସବୁକିଛି ସମ୍ଭବ ।ନିଜେ ଅନ୍ନପୂର୍ଣ୍ଣା ସାଜି କ୍ଷେତରେ ଫଳାଇଛି ଲକ୍ଷ ଲକ୍ଷ ଟଙ୍କା ।ଏ ସୁନ୍ଦର ସବୁଜ ଫସଲକୁ ଟିକେ ଦେଖିନିଅନ୍ତୁ ।ଭଳିକି ଭଳି ଫଳିଛି ପନିପରିବା ।ଯେମିତି କି ପିଆଜ, ପୋଟଳ, ଫୁଲ କୋବି, ଶିମ୍ବ ଏବଂହରଡ଼ଭଳିହୋଇଛିବିଭିନ୍ନଫସଲ।
ଶମାରୀ ଗାଦବା ଜଣେ ଆଦିବାସୀ ମହିଳା । ପରିବାରରେ ସ୍ବାମୀ ସ୍ତ୍ରୀଙ୍କ ସହିତ୩ ଝିଅ ଓ ଜଣେ ପୁଅ ରୁହନ୍ତି।ତେଲଲୁଣସଂସାରଚଳାଇବାକୁହେଲେଏଇଫସଲଲୋଡ଼ା।
ତେଣୁଅଧଏକରଜାଗାରେ ବିଭିନ୍ନ ପନିପରିବା ଚାଷକକରିଛନ୍ତିଶମାରୀ।ଆଉଏବେଏହିପରିବାଚାଷହିଁତାଙ୍କଭାଗ୍ୟବଦଳାଦେଇଛି।ସେହୋଇପାରିଛନ୍ତିଲକ୍ଷପତି।
ଜୟପୁର ବ୍ଲକ କଙ୍ଗା ପଞ୍ଚାୟତର ସାନ ଧୋଡ୍ରୀଗୁଡ଼ା ଗାଁରେ ଶମାରୀଙ୍କଘର।୨୦୧୮ ଅକ୍ଟୋବର ୧୭ରେ ଗାଁର ୧୦ଜଣ ମହିଳାଙ୍କୁ ନେଇ ଶମାରୀ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଗଢ଼ିଥିଲେ।
ଗଙ୍ଗାମ୍ମା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ବୋଲିତା’ ନାଁରଖିଥିଲେ।ସେହିସ୍ବୟଂ ସହାୟକ ଗୋଷ୍ଠୀ ଏବେପରିବାଚାଷକରିଖୁବ୍ଆଗକୁଯାଇପାରିଛି।
ସରକାରଙ୍କଯୋଜନାଅଧିନରେଲୋନନେଇମହିଳାମାନେଭଲଦୁଇପଇସାରୋଜଗାରକରିପାରୁଛନ୍ତି।ଆଉବର୍ତ୍ତମାନଶମାରୀଙ୍କ ତିନି ଝିଅ ଓ ପୁଅ ପାଠ ପଡୁଥିବାରୁସେମାନଙ୍କୁନେଇଅନେକସ୍ବପ୍ନଦେଖିଛନ୍ତମା’ ଶମାରୀ।
ଏହିପରିଶ୍ରମଆଜିଶମାରୀଙ୍କୁଏକନୂଆପରିଚୟଦେଇଛି।ସ୍ବାବଲମ୍ବୀ ହୋଇ ସେ ଲକ୍ଷପତି ଦିଦି ହୋଇପାରିଥିବାରୁ ଗତ ୨୦୨୫ ଅଗଷ୍ଟ ୦୯ ତାରିଖରେତାଙ୍କୁ ଲକ୍ଷପତି ଦିଦିର ସମ୍ମାନ ମିଳିଛି।ନିଜେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ତାଙ୍କୁସମ୍ମାନିତକରିଛନ୍ତି।
Brutal Acid Attack on Live-In Partner: ପିଟିପିଟି ପ୍ରେମିକାକୁ ବେହାଲ୍ କଲା, ହସ୍ପିଟାଲରେ ଏସିଡ୍ ଫିଙ୍ଗିଲା

YouTuber Stabs Twin Sister | ନିଜ ଘରେ ରକ୍ତର ନଦୀ ବୁହାଇଲା ୟୁଟ୍ୟୁବର

Global Oil Price Surge: ବଢ଼ିଲା ତୈଳ ଦର, ୫୨ ସପ୍ତାହ ମଧ୍ୟରେ ସର୍ବୋଚ୍ଚ ସ୍ତରକୁ ଛୁଇଁଲା

Iran Nuclear Weapon: ବିଶ୍ବଠାରୁ ପରମାଣୁ ଅସ୍ତ୍ର ଲୁଚାଇ ରଖିଛି ଇରାନ !

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)