Advertisment

Global Oil Price Surge: ବଢ଼ିଲା ତୈଳ ଦର, ୫୨ ସପ୍ତାହ ମଧ୍ୟରେ ସର୍ବୋଚ୍ଚ ସ୍ତରକୁ ଛୁଇଁଲା

ଅଶୋଧିତ ତୈଳ ଦର। ଆଜି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୧୧୫ ଡଲାରରେ ପହଞ୍ଚିଛି। ୨୦୨୨ ପରେ ପ୍ରଥମ ଥର ପାଇଁ ପ୍ରତି ବ୍ୟାରେଲ ପିଛା ୧୧୫ ଡଲାର ଅତିକ୍ରମ କରିଛି ଦର।

author-image
Madhupriya Mistry
Crude Oil

Crude Oil Photograph: (OTV)

ଅଶୋଧିତ ତୈଳ ଦର। ଆଜି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୧୧୫ ଡଲାରରେ ପହଞ୍ଚିଛି। ୨୦୨୨ ପରେ ପ୍ରଥମ ଥର ପାଇଁ ପ୍ରତି ବ୍ୟାରେଲ ପିଛା ୧୧୫ ଡଲାର ଅତିକ୍ରମ କରିଛି ଦର।

Advertisment

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହରମୁଜ ପ୍ରଣାଣୀ ଦେଇ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି। ବିଶ୍ୱ ଶକ୍ତି ବଜାରରେ ଅରାଜକତା ମଧ୍ୟରେ ଆଗକୁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବା ସମ୍ଭାବନା ରହିଛି।

ଭାରତରେ ଘରୋଇ ସିଲିଣ୍ଡରର ମୂଲ୍ୟରେ ହଠାତ୍ ୬୦ ବୃଦ୍ଧି ତୈଳ ଦର ବୃଦ୍ଧିର ଭୟକୁ ଆହୁରି ବଢ଼ାଇ ଦେଇଛି। ତେବେ ଆଶ୍ୱସ୍ତିର କଥା ହେଉଛି ଭାରତ ସରକାର ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିବାକୁ କୌଣସି ମନୋଭାବରେ ନାହାନ୍ତି।

Advertisment
Global Crude Oil Prices Crude Oil Price Crude Oil
Advertisment
Related Articles
Advertisment