/odishatv-khabar/media/post_attachments/uploadimage/library/16_9/16_9_0/fire-12_1626759802.jpg)
fire
ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରିର ସାହାଜନପୁରରେ ଗୋଷ୍ଠୀ ସଂଘର୍ଷକୁ ନେଇ ଏସିଡ଼ ମାଡ଼ ହୋଇଛି। ଏସିଡ୍ ଫିଙ୍ଗିବା ସହିତ ଛୁରୀରେ ଆକ୍ରମଣ ଯୋଗୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
ସୂଚନା ଅନୁସାରେ କିଛି ଲୋକ କାଜୁ ବଗିଚା ଜଗିଥିବା ବେଳେ ସେମାନଙ୍କ କୁଡ଼ିଆର ଚାରିପଟେ କେତେକ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ନିଆଁରୁ ବଞ୍ଚିବା ପାଇଁ ଦୌଡ଼ିବା ବେଳେ ଦୁର୍ବୃତ୍ତମାନେ ସେମାନଙ୍କ ଉପରକୁ ଏସିଡ୍ ପିଙ୍ଗିବା ସହିତ ଛୁରୀରେ ଆକ୍ରମଣ କରିଥିଲେ। ପଡ଼ୋଶୀ ଗାଁର ଲୋକେ ଏହି ଜଘନ୍ୟକାଣ୍ଡ କରିଥିବା ଅଭିଯୋଗ ହୋଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)