/odishatv-khabar/media/media_files/2026/02/05/illegal-cough-syrup-seized-2026-02-05-10-39-57.jpg)
Illegal Cough Syrup Seized Photograph: (OTV)
୮୪୦ ବୋତଲ କଫ୍ ସିରପ୍ ଜବତ। ଭଦ୍ରକ ବାସୁଦେବପୁର ବଜାରରୁ ୮୪୦ ବୋତଲ କଫ୍ ସିରପ୍ ଜବତ ହୋଇଛି। ଡ୍ରଗ୍ସ ସ୍କ୍ବାଡ୍ ଓ ପୋଲିସ୍ ର ମିଳିତ ଚଢାଉରେ ଏତେ ପରିମାଣର କଫ୍ ସିରପ ଜବତ ହୋଇଛି। ମାମଲାରେ ଜଣକୁ ଗିରଫ କରାଯାଇଛି। ୭ଟି ପେଟିରେ ଏହି ୮୪୦ ବୋତଲ କଫ୍ ସିରପ୍ ରଖାଯାଇଥିଲା।
Advertisment
ସ୍ଥାନୀୟ ଏକ ଔଷଧ ଦୋକାନରୁ ଏହି ସବୁ କଫ ସିରପ ଜବତ ହୋଇଛି। ଦୋକାନରେ ବେଆଇନ ଭାବେ ଏହି କଫ୍ ସିରପ ବିକ୍ରି ହେଉଥିଲା। ଜବତ କଫ୍ ସିରପର ଆନୁମାନିକ ମୂଲ୍ୟ ଦେଢ ଲକ୍ଷରୁ ଅଧିକ ହେବ ବୋଲି କହିଛି ଅବକାରୀ ବିଭାଗ।
Advertisment



Related Articles
Train Derailed: ବଡ଼ ଦୁର୍ଘଟଣା; ଯାତ୍ରୀବାହୀ ଟ୍ରେନ୍ର ଏକାଧିକ ବଗି ଲାଇନଚ୍ୟୁତ
POSTED

7 Odisha Districts Get Odia-Aligned English Names: ବଦଳିବ ୭ ଜିଲ୍ଲାର ଇଂରାଜୀ ନାଁ, ୨୪ ସ୍ଥାନର ଇଂରାଜୀ ସ୍ଥାନ ସଂଶୋଧନ ହେବ
POSTED

Vehicle Catches Fire: କାରରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଲା
POSTED

WPL Final Today: ଆଜି WPL ଫାଇନାଲ୍, ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଟକ୍କର
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)