Advertisment

ଭୁବନେଶ୍ୱରର ଏହି ସ୍ଥାନରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗୋଟିଏ ଦିନରେ ଭୁବନେଶ୍ୱର ମହାନଗରରେ ୩୬୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୬ ସୁସ୍ଥ ହୋଇଛନ୍ତି। ଏନେଇ ବିଏମ୍‌ସି ଟ୍ୱିଟ୍ କରି ସୂଚନା ଦେଇଛି। ୩୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୨୯୪ଟି ଲୋକାଲ ରହିଥିବା ବେଳେ କ୍ୱାରେଣ୍ଟିନରୁ ୭୫ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରର ଶୈଳଶ୍ରୀ ବିହାରରୁ ଆଜି ସର୍ବାଧିକ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ବ୍ୟତୀତ ସହିଦନଗରରୁ ୧୩, ଚନ୍ଦ୍ରଶେଖରପୁରରୁ ୧୨, ପଟିଆରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବିଏମ୍‌ସି ସୂଚନା […]

author-image
Abinash Pati
ଅଦ୍ୟତନ ହୋଇଛି
ଭୁବନେଶ୍ୱରର ଏହି ସ୍ଥାନରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ

corona

ଭୁବନେଶ୍ୱର: ଗୋଟିଏ ଦିନରେ ଭୁବନେଶ୍ୱର ମହାନଗରରେ ୩୬୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୬ ସୁସ୍ଥ ହୋଇଛନ୍ତି। ଏନେଇ ବିଏମ୍‌ସି ଟ୍ୱିଟ୍ କରି ସୂଚନା ଦେଇଛି। ୩୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୨୯୪ଟି ଲୋକାଲ ରହିଥିବା ବେଳେ କ୍ୱାରେଣ୍ଟିନରୁ ୭୫ ଚିହ୍ନଟ ହୋଇଛନ୍ତି।

Advertisment

ଭୁବନେଶ୍ୱରର ଶୈଳଶ୍ରୀ ବିହାରରୁ ଆଜି ସର୍ବାଧିକ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ବ୍ୟତୀତ ସହିଦନଗରରୁ ୧୩, ଚନ୍ଦ୍ରଶେଖରପୁରରୁ ୧୨, ପଟିଆରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବିଏମ୍‌ସି ସୂଚନା ଦେଇଛି।

ସେହିପରି ରସୁଲଗଡ଼ ୧୨, ବମିଖାଲ ୧୦, ଲକ୍ଷ୍ମୀସାଗର ୯, ପୋଖରୀପୁଟରୁ ୯ ଚିହ୍ନଟ ହୋଇଥିବା ବେଳେ ନୀଳାଦ୍ରିବିହାର ୭, ବଡ଼ଗଡ଼ ୬, ପଳାସପଲ୍ଲୀ ୬, ୟୁନିଟ ୮ରୁ ୬ ଚିହ୍ନଟ ହୋଇଛନ୍ତି।

Advertisment
Advertisment
Advertisment