Advertisment

ଭୁବନେଶ୍ୱରରୁ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ, ୩୧୫ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଜି ୩୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୯୨, ଲୋକାଲ କଣ୍ଟାକ୍ଟ କେସ୍- ୨୨୭ ରହିଛି। ଆଜି ଆଉ ୩୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କେଉଁ ଅଞ୍ଚଳରୁ କେତେ:- ରସୁଲଗଡ଼-୧୬, ପଟିଆ- ୧୩, ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୧୦, ୟୁନିଟ-୬ ଅଞ୍ଚଳରୁ ୧୦, ଡୁମୁଡୁମା ଓ ମଞ୍ଚେଶ୍ୱରରୁ ୮ ଲେଖାଏଁ ଚିହ୍ନଟ ରହିଛି। Update on newly detected #COVID19 cases in the last 24 […]

author-image
Chandan Shishu
ଭୁବନେଶ୍ୱରରୁ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ, ୩୧୫ ସୁସ୍ଥ

bhubaneswar

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଜି ୩୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୯୨, ଲୋକାଲ କଣ୍ଟାକ୍ଟ କେସ୍- ୨୨୭ ରହିଛି। ଆଜି ଆଉ ୩୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Advertisment

କେଉଁ ଅଞ୍ଚଳରୁ କେତେ:-

ରସୁଲଗଡ଼-୧୬, ପଟିଆ- ୧୩, ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୧୦, ୟୁନିଟ-୬ ଅଞ୍ଚଳରୁ ୧୦, ଡୁମୁଡୁମା ଓ ମଞ୍ଚେଶ୍ୱରରୁ ୮ ଲେଖାଏଁ ଚିହ୍ନଟ ରହିଛି।

https://twitter.com/bmcbbsr/status/1313060926187171840?s=20

ଓଲ୍ଡ୍ ଟାଉନ ଓ ବରମୁଣ୍ଡାରୁ ୮ ଲେଖାଏଁ, ପାତ୍ରପଡ଼ାରୁ ୬, ବିଜେବି ନଗର, ୟୁନିଟ-୬ ଅଞ୍ଚଳରୁ ୮ ଲେଖାଏଁ, ରସୁଲଗଡ଼ରୁ ୬ ଚିହ୍ନଟ ହୋଇଛନ୍ତି।

Advertisment
Advertisment
Advertisment