/odishatv-khabar/media/media_files/2025/10/16/vehicle-registration-2025-10-16-17-51-50.jpg)
VEHICLE-REGISTRATION Photograph: (OTV)
ସାବାଡ ହେବେ ଅମାନିଆ ଗାଡ଼ି ଚାଳକ । ନିୟମ ଭାଙ୍ଗିଲେ ହେବ କାର୍ଯ୍ୟାନୁଷ୍ଠାନ । ଆଉ ଖସିପାରିବେନି । କମିଶନରେଟ ଟ୍ରାଫିକ୍ ପୋଲିସ ନେଇଛି ବଡ଼ ପଦେକ୍ଷପ ।
ବାରମ୍ବାର ଟ୍ରାଫିକ ନିୟମ ଭାଙ୍ଗିଲେ ରଦ୍ଦ ହେବ ଗାଡି ରେଜିଷ୍ଟ୍ରେସନ୍ ନମ୍ବର। ଏଭଳି 258ଟି ଗାଡିକୁ ଚିହ୍ନଟ କରିଛି କମିଶନରେଟ ଟ୍ରାଫିକ୍ ପୋଲିସ । 258ଟି ଗାଡିର ରେଜିଷ୍ଟ୍ରେସନ୍ ନମ୍ବର ରଦ୍ଦ ପାଇଁ ପରିବହନ ବିଭାଗକୁ ଚିଠି । କାର୍ଯ୍ୟାନୁଷ୍ଠାନ ସହ ବାରମ୍ବାର ଟ୍ରାଫିକ୍ ନିୟମ ଭାଙ୍ଗୁଥିବା ଚାଳକଙ୍କୁ ପୋଲିସ ଦେଲା କଡା ଚେତାବନୀ
#ରଦ୍ଦ_ହେବ_୨୫୮ଟି_ଗାଡ଼ିର_ରେଜିଷ୍ଟ୍ରେସନ୍
— ଓଟିଭି (@otvkhabar) October 16, 2025
-୨୫୮ଟି ଗାଡ଼ି ହେଲା ବ୍ଲାକ ଲିଷ୍ଟ; ରେଜିଷ୍ଟ୍ରେସନ୍ ରଦ୍ଦ ପାଇଁ ଚିଠି
-STAକୁ ଚିଠି ଲେଖିଲା ପୋଲିସ କମିଶନରେଟ୍
-RC ରଦ୍ଦ ଓ ଫିଟନେସ୍ ସାର୍ଟିଫିକେଟ୍ ରଦ୍ଦ ପାଇଁ ଚିଠି
-ବାରମ୍ବାର ଟ୍ରାଫିକ୍ ନିୟମ ଭାଙ୍ଗୁଥିବା ଚାଳକଙ୍କୁ କଡ଼ା ଚେତାବନୀ#Vehicles#Blacklist#Cancellation… pic.twitter.com/LmSDithsMh
ରାସ୍ତାରେ ଅମାନିଆ ଗାଡ଼ି ଚାଳକ ଯୋଗୁଁ ଅନେକ ଦୁର୍ଘଟଣା ଘଟୁଛି । ଅନେକ ଲୋକଙ୍କ ଜୀବନ ଯାଉଛି । ଅନେକ ପରିବାର ଛାରଖାର ହେଉଛି । ଏବେ ଏସବୁରେ ରୋକ ଲଗାଇବା ପାଇଁ ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ କରାଯିବ ।
ରଦ୍ଦ ହେବ ଗାଡି ରେଜିଷ୍ଟ୍ରେସନ୍ ନମ୍ବର
ବାରମ୍ବାର ଟ୍ରାଫିକ୍ ନିୟମ ଭାଙ୍ଗିଲେ ରଦ୍ଦ ହେବ ଗାଡି ରେଜିଷ୍ଟ୍ରେସନ୍ ନମ୍ବର
୨୫୮ଟି ଗାଡିକୁ ଚିହ୍ନଟ କରିଛି କମିଶନରେଟ ଟ୍ରାଫିକ୍ ପୋଲିସ
ଗାଡିର ରେଜିଷ୍ଟ୍ରେସନ୍ ନମ୍ବର ରଦ୍ଦ ପାଇଁ ପରିବହନ ବିଭାଗକୁ ଚିଠି
କାର୍ଯ୍ୟାନୁଷ୍ଠାନ ସହ ବାରମ୍ବାର ଟ୍ରାଫିକ୍ ନିୟମ ଭାଙ୍ଗୁଥିବା ଚାଳକଙ୍କୁ ଚେତାବନୀ
Unrest in Assam Over Singer Zubeen Garg’s Death: ଜୁବୀନ ଗର୍ଗଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି, ପୋଲିସ ଗାଡ଼ି ପୋଡ଼ି ଦେଲେ

Thriller Style Killing: ବିହାରରୁ ଆସିଥିଲେ ସାର୍ପସୁଟର୍ , ଫୁଲ ପ୍ରୁଫ୍ ପ୍ଲାନିଂ ଓ ଥ୍ରୀଲିଂ ମର୍ଡର...

BJD Conflict: ନବୀନଙ୍କ ଜନ୍ମଦିନରେ କଟକ ବିଜେଡିରେ ଗୋଷ୍ଠୀ କନ୍ଦଳ, ସାଂସଦ ଓ ମେୟରଙ୍କ ମଧ୍ୟରେ ତୁ ତୁ ମେ ମେ

Rupu Singhs Remand Ends: ରୁପୁ ସିଂର ରିମାଣ୍ଡ ଶେଷ, ଜଣାପଡ଼ିଲା ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)