Advertisment

ଜଙ୍ଗଲରୁ ଦନ୍ତାହାତୀର ମୃତଦେହ ଉଦ୍ଧାର

author-image
Abinash Pati
ଜଙ୍ଗଲରୁ ଦନ୍ତାହାତୀର ମୃତଦେହ ଉଦ୍ଧାର

Capture

ଅନୁଗୁଳ: ଜିଲ୍ଲା ଖମାର ରଞ୍ଜ୍ ବଡ଼ଗୁଣ୍ଡୁରି ଜଙ୍ଗଲରୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି। ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ଦୁର୍ବୃତ୍ତମାନେ ଦାନ୍ତ ପାଇଁ ହାତୀକୁ ଶିକାର କରିଥିବା ସନ୍ଦେହ କରାଯାଉଛି।

Advertisment

ହାତୀର ଦୁଇଟି ଯାକ ଦାନ୍ତ କଟାଯାଇଥିବା ଦେଖିବାକୁ ମିଳିଛି।

ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତ ହାତୀର ବୟସ ପ୍ରାୟ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

Advertisment
Advertisment