Advertisment

ଓଡ଼ିଶାର ୨ ଗାଁକୁ ମିଳିଲା ଅନ୍ତର୍ଜାତୀୟ ସମ୍ମାନ

ଭୁବନେଶ୍ୱର: ଓଡ଼ିଶାର ୨ଟି ଗାଁକୁ ସୁନାମୀ ପ୍ରସ୍ତୁତି ନେଇ ଅନ୍ତର୍ଜାତୀୟ ସମ୍ମାନ। ଓଡ଼ିଶାକୁ ସମ୍ମାନ ନେଇ UNESCO-IOC ପକ୍ଷରୁ ସୂଚନା ଦିଆଯାଇଛି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ୨ଟି ଗାଁକୁ ମିଳିଲା ସମ୍ମାନ। ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକର ଭେଙ୍କଟରାଇପୁର ଗାଁକୁ ଏଇ ସମ୍ମାନ ମିଳିଛି। ସେହିପରି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ନୋଳିଆସାହି ଗାଁକୁ ମଧ୍ୟ ସମ୍ମାନ ମିଳିଛି। ବିପର୍ଯ୍ୟୟ ମୁକାବିଲା ଦକ୍ଷତା ନେଇ ପ୍ରଶଂସାପତ୍ର ମିଳିଛି। ୧୯୯୯ ମହାବାତ୍ୟା ପରଠୁ ବିପର୍ଯ୍ୟୟ ମୁକାବିଲାରେ […]

author-image
Chandan Shishu
ଅଦ୍ୟତନ ହୋଇଛି
ଓଡ଼ିଶାର ୨ ଗାଁକୁ ମିଳିଲା ଅନ୍ତର୍ଜାତୀୟ ସମ୍ମାନ

tsunami

ଭୁବନେଶ୍ୱର: ଓଡ଼ିଶାର ୨ଟି ଗାଁକୁ ସୁନାମୀ ପ୍ରସ୍ତୁତି ନେଇ ଅନ୍ତର୍ଜାତୀୟ ସମ୍ମାନ। ଓଡ଼ିଶାକୁ ସମ୍ମାନ ନେଇ UNESCO-IOC ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ୨ଟି ଗାଁକୁ ମିଳିଲା ସମ୍ମାନ। ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକର ଭେଙ୍କଟରାଇପୁର ଗାଁକୁ ଏଇ ସମ୍ମାନ ମିଳିଛି। ସେହିପରି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ନୋଳିଆସାହି ଗାଁକୁ ମଧ୍ୟ ସମ୍ମାନ ମିଳିଛି। ବିପର୍ଯ୍ୟୟ ମୁକାବିଲା ଦକ୍ଷତା ନେଇ ପ୍ରଶଂସାପତ୍ର ମିଳିଛି। ୧୯୯୯ ମହାବାତ୍ୟା ପରଠୁ ବିପର୍ଯ୍ୟୟ ମୁକାବିଲାରେ ପାରଦର୍ଶିତାକୁ ନେଇ ବେଶ ପ୍ରଶଂସା କରାଯାଇଛି।

୧୯୯୯ ମହାବାତ୍ୟାକୁ ୨୧ ବର୍ଷ ପୁରିଲାଣି। ଆଜି ବି ମନରୁ ଲିଭିନି ସେଦିନର ଭୟାନକ ଦୃଶ୍ୟ।  ଏତେ ଭିତରେ ଅନେକ ବାତ୍ୟା ଗଲାଣି। କିନ୍ତୁ ବିପର୍ଯ୍ୟୟକୁ ମୁକାବିଲାର କରିବାର ସାହାସ ଶିଖାଇ ଦେଇଛି ସମୟ।

Advertisment
Advertisment
Advertisment