Advertisment

ସରକାରଙ୍କ ଅବହେଳା ଯୋଗୁ ୧୪୦ କୋଟି ଟଙ୍କା ପାଣିରେ ପଡ଼ିଲା

ଭୁବନେଶ୍ୱର: ସମୟୋଚିତ ପଦକ୍ଷେପ ଅଭାବରୁ ରାଜ୍ୟ ସରକାରଙ୍କ ପ୍ରାୟ ୧୪୦ କୋଟି ଟଙ୍କା କ୍ଷତି ହୋଇଛି। କ୍ଷତି ସଂପର୍କରେ ତଦନ୍ତ ପାଇଁ ହାଇକୋର୍ଟରେ ଓଡ଼ିଶା ସିଭିଲ ଲିବର୍ଟି ଫୋରମ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଭୂଷଣ କାରଖାନା କର୍ତ୍ତୃପକ୍ଷଙ୍କ ଉପରେ ସରକାରଙ୍କ ପ୍ରବେଶ କର ବାବଦରେ ୧୩୯ କୋଟି ୧୫ ଲକ୍ଷ ୮୦ ହଜାର ଟଙ୍କା ବକେୟା ଥିଲା। ହେଲେ ଭୂଷଣ ବିକ୍ରି ବେଳେ ସରକାର ନିଜ ପକ୍ଷ ନରଖିବାରୁ ବକେୟା ପାଇନଥିଲେ। କିନ୍ତୁ […]

author-image
Abinash Pati
ସରକାରଙ୍କ ଅବହେଳା ଯୋଗୁ ୧୪୦ କୋଟି ଟଙ୍କା ପାଣିରେ ପଡ଼ିଲା

high-court

ଭୁବନେଶ୍ୱର: ସମୟୋଚିତ ପଦକ୍ଷେପ ଅଭାବରୁ ରାଜ୍ୟ ସରକାରଙ୍କ ପ୍ରାୟ ୧୪୦ କୋଟି ଟଙ୍କା କ୍ଷତି ହୋଇଛି। କ୍ଷତି ସଂପର୍କରେ ତଦନ୍ତ ପାଇଁ ହାଇକୋର୍ଟରେ ଓଡ଼ିଶା ସିଭିଲ ଲିବର୍ଟି ଫୋରମ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।

Advertisment

ଭୂଷଣ କାରଖାନା କର୍ତ୍ତୃପକ୍ଷଙ୍କ ଉପରେ ସରକାରଙ୍କ ପ୍ରବେଶ କର ବାବଦରେ ୧୩୯ କୋଟି ୧୫ ଲକ୍ଷ ୮୦ ହଜାର ଟଙ୍କା ବକେୟା ଥିଲା। ହେଲେ ଭୂଷଣ ବିକ୍ରି ବେଳେ ସରକାର ନିଜ ପକ୍ଷ ନରଖିବାରୁ ବକେୟା ପାଇନଥିଲେ। କିନ୍ତୁ ବହୁ ବିଳମ୍ବରେ NCLATରେ ଅପିଲ କରିବାରୁ ଆବେଦନ ଅଗ୍ରାହ୍ୟ ହୋଇଥିଲା।

ଉଚିତ ସମୟରେ ଆବେଦନ ନକରାଯିବାରୁ କ୍ଷତି ହୋଇଥିବା ନେଇ ଅଭିଯୋଗ ଉଠିଛି। ଏନେଇ ହାଇକୋର୍ଟରେ ମାମଲା ସହ ଭିଜିଲାନ୍ସ ତଦନ୍ତ କରାଯାଇ ଦାୟୀ ଅଧିକାରୀଙ୍କଠାରୁ ଟଙ୍କା ଆଦାୟ ପାଇଁ ଆବେଦନ ହୋଇଛି।

Advertisment
Advertisment
Advertisment