ସଂକ୍ଷେପରେ ଆଜିର ତାଜା ଖବର - Wednesday, 24 January 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମାଲକାନଗିରିକୁ ଆକାଶମାର୍ଗରେ ଯୋଡିବାକୁ ବ୍ୟଗ୍ର ହେଲେ ଭୁଲିଗଲେ ରେଳ କଥା !

ଅନୁଦାନ ସତ୍ତ୍ୱେ ୭ବର୍ଷ ପରେ ବି ଉଧୋଉନି ଜୟପୁର-ମାଲକାନଗିରି- ନବରଙ୍ଗପୁର ନୂଆ ଲାଇନ୍ ପ୍ରକଳ୍ପ, ଇଞ୍ଚେ ବି ଜମି ଦେଇ ପାରିଲେନି ରାଜ୍ୟ ସରକାର, ତେଜିଲା ରାଜନୀତି । More

ଫୁଲ କୋବି କିଲୋ ୨ ଟଙ୍କା, ଆହୁରି ଶସ୍ତାରେ ମାଗୁଛନ୍ତି ବେପାରୀ

ଶୀତଳଭଣ୍ଡାର ଅସୁବିଧା ଓ ଅଭାବୀ ବିକ୍ରି ଡର । ବାଧ୍ୟ ହୋଇ ମୂଳଠୁ କମରେ ବିକୁଛି ଚାଷୀ । More

ସଂଜୀବ ପଣ୍ଡା ହେଲେ ଟୁଇନ ସିଟି ପୋଲିସ କମିଶନର

କନୱର ବିଶାଲ ସିଂହ ହେଲେ କଟକ ଡିସିପି । କଟକ ଡିସିପି ପିନାକ ମିଶ୍ର ହେଲେ ପୁରୀ ଏସ୍‌ପି । ବି. ଯୁଗଳ କିଶୋର ହେଲେ କେନ୍ଦ୍ରାପଡ଼ା ଏସ୍‌ପି । More

ବିରିୟାନୀ ଲୋଭ ସାଙ୍ଗକୁ ଧମକ ! ଓଡ଼ିଆ ବିଶ୍ୱବିଦ୍ୟାଳୟ ଲୋକାର୍ପଣକୁ ଆସିବାକୁ ପିଲାଙ୍କୁ ଅଫର...

ଭାଇରାଲ୍ ହେଉଥିବା ହ୍ବାଟ୍ସଆପ୍ ମେସେଜକୁ ନେଇ ଚର୍ଚ୍ଚା । ‘ନଆସିଲେ ପରେ କଲେଜ୍ କର୍ତ୍ତୃପକ୍ଷଙ୍କୁ ଦୋଷ ଦେବନାହିଁ’ । More

ଅଦିନିଆ ବର୍ଷା ଓ କୋହଲା ପବନରେ ବେହାଲ୍ ଓଡ଼ିଶା

ଅଦିନିଆ ବର୍ଷାରେ ବେହାଲ୍ ସାରା ରାଜ୍ୟ। ଉତ୍ତର-ପଶ୍ଚିମା ପବନ ସାଙ୍ଗକୁ ଗୁରୁଚାପ ଏବଂ ନିମ୍ନରେଖା ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଲାଗି ରହିଛି ବର୍ଷା। More

ଗହନ ହେଉଛି ଜୁନିୟର ଟିଚର ନିଯୁକ୍ତି ଅଙ୍କ

ହାଇକୋର୍ଟରେ ରାଜ୍ୟ ସରକାରଙ୍କ ତଥ୍ୟ ଦାଖଲ । ଏଣେ ପଲିଟିକ୍ସ ପଶାପାଲିରେ ‘ମାହଲ ମାଣ୍ଡା’ ଗୋଟି । More

ପୁଣି ଯାତ୍ରାପାର୍ଟି ଟ୍ରକ୍ ଟ୍ରାଜେଡି ! ଘାଟିରେ ଓଲଟିଲା ଧଉଳି ଗଣନାଟ୍ୟର ଗାଡ଼ି

୬ ଶ୍ରମିକଙ୍କ ପ୍ରାଣହାନୀ, ୯ ଜଣଙ୍କ ଅବସ୍ଥା ଗୁରୁତର । ଡ୍ରାଇଭରର ବେପରୁଆ ଗାଡ଼ି ଚାଳନାକୁ ଦାୟୀ କଲେ ଆହତ । More

ନୂଆ ମତଦାତାଙ୍କୁ ପାଲରେ ପକାଇବାକୁ ପ୍ଲାନ୍ ବି !

ବିଜେଡିର ପରିବାର ସଂପର୍କ ଅଭିଯାନକୁ ବିଜେପିର କାଉଣ୍ଟର । କୋଟିଏ ପରିବାରକୁ ଛୁଇଁବା ପାଇଁ ରାଜ୍ୟ ବିଜେପିର ଯୋଜନା । More

ଶିମିଳିପାଳରେ ହେବ ମେଲାନିଷ୍ଟିକ ବାଘ ସଫାରୀ, ବୁଲି ଦେଖିପାରବେ ପର୍ଯ୍ୟଟକ

‘ଏକ୍ସ’ ଜରିଆରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଫାରୀରେ ବୁଲି କଳା ବାଘଙ୍କୁ ଦେଖିପାରବେ ପର୍ଯ୍ୟଟକ । More

ରାଜ୍ୟରେ କମୁଛନ୍ତି ଝିଅ ! ୭ ଜିଲ୍ଲାରେ ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା ଢେର୍ କମ୍

ନୟାଗଡ, ଗଞ୍ଜାମ, ସୁବର୍ଣ୍ଣପୁର, କଟକ, ଜଗତସିଂହପୁର, ଢେଙ୍କାନାଳ ଓ ଝାରସୁଗୁଡା । More

ସତ୍ୟବାଦୀରେ ଲୋକାର୍ପିତ ହେଲା ଓଡ଼ିଆ ବିଶ୍ୱବିଦ୍ୟାଳୟ

ଭର୍ଚୁଆଲରେ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସତ୍ୟବାଦୀକୁ ଓଡ଼ିଆ ନବଜାଗରଣର ପୀଠ କହିଲେ ମୁଖ୍ୟମନ୍ତ୍ରୀ । More

ଦେବଗଡ଼-ଜଗତସିଂହପୁରରୁ ଆସିଲା ଅର୍ପଣ ରଥ ଚାଉଳ

ଆଗକୁ ଏହି ଅର୍ପଣ ଚାଉଳ, ଗୁଆ ଓ ନଡ଼ିଆ ଅନେକ ଜିଲ୍ଲାରୁ ଆସିବ। ତେଣୁ ଏହି ପ୍ରକ୍ରିୟା ଆସନ୍ତା ଫେବ୍ରୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। More

EdCILର ସ୍ପଷ୍ଟୀକରଣ ପରେ ବିଜେଡିର ପ୍ରତିକ୍ରିୟା, ଜବାବ ରଖିଲା ବିଜେପି

‘ଶିକ୍ଷକ ନିଯୁକ୍ତି ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଭୁଲ ତଥ୍ୟ ଦିଆଯାଉଛି’। More

ବାଇକ ଆରୋହୀଙ୍କ ମୃତ୍ୟୁ ଘଟଣା: ପାଣ୍ତିଆନଙ୍କୁ କଂଗ୍ରେସର ଟାର୍ଗେଟ

ଗଜପତି ଜିଲ୍ଲା ପରିସଲ୍ ଛକରେ କାର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁକୁ ନେଇ ଜୋର ଧରିଲା ରାଜନୀତି । ଦୁର୍ଘଟଣା ଘଟାଇଥିବା ଗାଡ଼ିଟି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସୁରକ୍ଷାରେ ନିୟୋଜିତ ଥିବା ବୋଲି କହିଛି କଂଗ୍ରେସ । ଧକ୍କା ଦେଇଥିବା ଗାଡ଼ିଟି ଏକ ପୋଲିସ ଗାଡ଼ି । More

ଘାଟିରେ ଓଲଟିଲା ଯାତ୍ରାପାର୍ଟି ଟ୍ରକ, ଚାଲିଗଲା ୫ ଜଣଙ୍କ ଜୀବନ, ୧୨ ଗୁରୁତର

ଘାଟିରେ ଓଲଟି ପଡ଼ିଲା ଯାତ୍ରା ପାର୍ଟି ଟ୍ରକ । ମୟୂରଭଞ୍ଜ ବାଙ୍ଗିରିପୋଷି ଘାଟିରେ ଘଟିଛି ଦୁର୍ଘଟଣା । More

Panchang Today 24th January 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୨୪ ତାରିଖ ବୁଧବାର। ଚନ୍ଦ୍ର- ମିଥୁନ ରାତ୍ରି ୦୧.୪୭ ଗତେ କର୍କଟ। ତିଥି- ୧୪ଶୀ ରାତ୍ରି ୦୯.୫୦ ଗତେ ପୂର୍ଣ୍ଣିମା। More

ବିକଳ ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ଚିତ୍ର, ଷ୍ଟ୍ରେଚରରେ ବୁହା ହେଲେ ରୋଗୀ

କେବେ ରାସ୍ତ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରେନି ତ କେବେ କେବେ ଚିକିତ୍ସା ଅଭାବ ବା ଭୁଲ ଇଞ୍ଜେକସନ ପାଇଁ ଯାଏଁ ରୋଗୀର ଜୀବନ । ଷ୍ଟ୍ରେଚରରେ ବୁହା ହୋଇ ନଦୀ, ବିଲ ପାର୍ କରି ଆମ୍ବୁଲାନ୍ସ ପାଖେ ପହଞ୍ଚିବାର ଘଟଣା ସବୁ ତ ନିତିଦିନିଆ କଥା ହୋଇଗଲାଣି । More

ଖସୁଛି ପାରଦ...ସକାଳୁ ସକାଳୁ ବର୍ଷାରେ ଭିଜିଲା ଟ୍ୱିନସିଟି

ଟ୍ୱିନସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା । ଆସନ୍ତାକାଲି ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିବ କୋହଲା ପାଗ । ଦକ୍ଷିଣ ଛତିଶଗଡ଼ ବାୟୁମଣ୍ଡଳ ଉପରି ଭାଗରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ କୋହଲା ପାଗ ଜାରି ରହିବ । More

SCB ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣାଙ୍କ ଦେହାନ୍ତ

SCBରେ ଚିକିତ୍ସାଧୀନ ଅବସ୍ଥାରେ ୬୯ ବର୍ଷ ବୟସରେ ପରଲୋକ ହୋଇଛି । More

ପୁଅ ନୁହେଁ ଘରକୁ ରାମ ଆସିଛନ୍ତି; ପ୍ରାଣ ପ୍ରତିଷ୍ଠାରେ ପିଲା ଜନ୍ମ କରି କୃତ୍ୟ କୃତ୍ୟ ବାପା ମା’

ପ୍ରାଣ ପ୍ରତିଷ୍ଠାବେଳେ ଶିଶୁଜନ୍ମ ନେଇ କୃତ୍ୟ କୃତ୍ୟ ବାପା ମା’। କାହା ନାଁ ସୀତା, ପୁଣି କାହା ନାଁ ରାମ-ରହିମ୍। ଅଭିଜିତ ବେଳାରେ SCB, କ୍ୟାପିଟାଲ୍ ହସ୍ପିଟାଲ, AIIMSରେ ୫୦ ଶିଶୁଙ୍କ ଜନ୍ମ । More

ସ୍ୱାସ୍ଥ୍ୟସେବାରେ ଯୋଡ଼ିହେଲା ନୂଆ ଫର୍ଦ୍ଦ; ଆକାଶମାର୍ଗରେ ଆସିବ ଜରୁରୀ ଔଷଧ

ଏମ୍ସରୁ କିଭଳି ଏ ଡ୍ରୋନ୍ ପରିଚାଳିତ ହେବ? କେତେ ବେଗରେ ଆଉ କେତେ ଦୂର ଯାଇପାରିବ? More

ନିଲମ୍ୱିତ ନେତାଙ୍କୁ ଫେରାଇ ବଳ ଗୋଟାଉଛି ରାଜ୍ୟ କଂଗ୍ରେସ

ମୋକିମ୍, ସଗରିଆ ଓ ଚିରଞ୍ଜୀବଙ୍କ ଉପରୁ ହଟିଲା ସସପେନସନ୍ । ୨୪ ଲଢ଼େଇ ପାଇଁ ବିଜେଡି-ବିଜେପି ବିରୋଧରେ କଂଗ୍ରେସର ଦୃଢ ରଣନୀତି । More

ରାମ ମନ୍ଦିର ଲହରରେ ଭୟଭୀତ କି ବିଜେଡି ?

ଶାସକ ଦଳ ବିରୋଧରେ ବିଜେପିର ସାଂଘାତିକ ଅଭିଯୋଗ । ‘ରାମ ମାହୋଲରୁ ଫାଇଦା ଚେଷ୍ଟାରେ ବିଜେଡି’ । More