ସଂକ୍ଷେପରେ ଆଜିର ତାଜା ଖବର - Tuesday, 21 November 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

୯୦ ବର୍ଷର ସ୍ୱପ୍ନ ପୂରା କଲେ ରାଷ୍ଟ୍ରପତି ବୋହୂ, ଶାଶୁଘର ପାହାଡ଼ପୁରବାସୀଙ୍କୁ ଭେଟିଦେଲେ ଏକ୍ସପ୍ରେସ ଟ୍ରେନ୍

ଏକ୍ସପ୍ରେସରେ ବସି ରାଇରଙ୍ଗପୁର ଯାଏଁ କଲେ ଯାତ୍ରା ମହାମହିମ୍ । ଆଜିଠୁ ବାଦାମପାହାଡ଼ରୁ ସାଲିମାର ଓ ରାଉରକେଲାକୁ ଚାଲିଲା ଏକ୍ସପ୍ରେସ । More

ଜଗା ଦୁଆରେ ଥମୁନି ଦର୍ଶନ ଯନ୍ତ୍ରଣା, ପଞ୍ଚୁକରେ ଭିଡ଼ ନିୟନ୍ତ୍ରଣ ଲାଗି ପ୍ରଶାସନ କଲା ସ୍ୱତନ୍ତ୍ର ବ୍ୟବସ୍ଥା

୫ ଦିନ ବ୍ୟାପି ମରିଚିକୋଟ ଛକଯାଏଁ ଲାଗିବ ବ୍ୟାରିକେଡ୍ । ବୟସ୍କଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଦର୍ଶନ ପରାମର୍ଶକୁ ରାଜନୀତି । More

ସନ୍ଦେହରେ ସ୍ତ୍ରୀକୁ ଛୁରୀ ଭୁସିଥିଲା ସ୍ୱାମୀ; ବାନ୍ଧିଲା ପୋଲିସ

କମିଶନରେଟ୍ ପୋଲିସର ସୂଚନା ଅନୁଯାୟୀ, ମଧୁସ୍ମିତା ଦାସ ଓ ତାଙ୍କ ସ୍ୱାମୀ ସପନ କରଙ୍କ ଦାଂପତ୍ୟ ଜୀବନରେ ସୁଖ ନଥିଲା । ଦୁହେଁ ୫ ବର୍ଷ ତଳେ ବିବାହ କରିଥିଲେ, କିନ୍ତୁ ପାରିବାରକ କଳହ କାରଣରୁ ୩ ବର୍ଷ ହେଲା ଅଲଗା ଅଲଗା ରହୁଥିଲେ । More

ସାକ୍ଷୀଗୋପାଳ: କାଞ୍ଚିରୁ ଶ୍ରୀକ୍ଷେତ୍ର, ଶ୍ରୀକ୍ଷେତ୍ରରୁ କଟକ ଆଉ ତା ପରେ…

ସାଲ୍ବ ନରସିଂହ, ଛେରା ପହଁରା କରୁଥିବା ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ସେବକଙ୍କୁ ଚଣ୍ଡାଳ କହି ବିବାହ ପ୍ରସ୍ତାବ ପ୍ରତ୍ୟାକ୍ଷାନ କରନ୍ତି। ଗଜପତି କାଞ୍ଚି ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅନ୍ତି। ପ୍ରଥମ ପରାଜୟ ପରେ ବିଜୟ ପ୍ରାପ୍ତ ହୁଏ। କାଞ୍ଚି ରାଇଜରୁ ଅନେକ କିଛି ଉତ୍କଳ ଫେରେ। More

ଆସୁଛି କି କୋଭିଡ୍ ଭଳି ଆଉ ଏକ ମହାମାରୀ ? ବଢ଼ିଲାଣି ଡିଜିଜ୍-‘X’କୁ ନେଇ ଚିନ୍ତା

ଜୁନୋଟିକ ଡିଜିଜ୍ କୁହାଯାଉଥିବା ଏଭଳି ରୋଗର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆରମ୍ଭ ହୋଇଛି କସରତ । ଖାଲି ସେତିକି ନୁହେଁ, ଜଳବାୟୁ ପରିବର୍ତ୍ତନ କାରଣରୁ ରୋଗ ପାଟର୍ଣ୍ଣ ବି ବଦଳୁଛି । More

ଡାଲି ବଦଳରେ ଚାରୁ, ୯ ମାସରେ ଥରେ ଦେଉଛନ୍ତି ସାବୁନ ତେଲ !

ଡାଲି ବଦଳରେ ଚାରୁ ପାଣି ଦିଆଯାଉଛି । ପ୍ରତିବାଦ କଲେ ହଷ୍ଟେଲରୁ ବାହାର କରିଦେବାକୁ ଧମକ ଦିଆଯାଉଥିବା ପିଲାମାନେ ଅଭିଯୋଗ କରିଛନ୍ତି। More

ବିଧାୟକ ବିଜୟ ଶଙ୍କର ଦାସ ବିବାହ ବିବାଦ ମାମଲା: ତଥ୍ୟ ଦାଖଲ କଲେ ସୋମାଲିକା

କଟକ ବିବାହ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ସୋମାଲିକା ଦାସ ହାଜର ହୋଇଛନ୍ତି ।  ବିଧାୟକ ବିଜୟ ଶଙ୍କରଙ୍କ ବିବାହ ଆବେଦନ ଉପରେ ସେ ଆପତ୍ତି ଉଠାଇଥିଲେ । More

କାହିଁକି ଅଫିସ୍‌ରେ ପଶି ପତ୍ନୀଙ୍କୁ ଛୁରୀ ଭୁସିଲେ ସ୍ୱାମୀ, ଜଣାପଡ଼ିଲା କାରଣ...

କୌଣସି ବିବାଦରୁ ୨ ବର୍ଷ ହେଲା ମହିଳା ଜଣକ ତାଙ୍କ ଗାଁରେ ରହୁଥିଲେ । ପ୍ରତିପୋଷଣ ପାଇଁ ଗତ ସପ୍ତାହେ ହେଲା ସମ୍ପୃକ୍ତ ମହିଳା ଚାକିରି କରୁଥିଲେ । More

ଆଜି ଅଳାଁ ନବମୀ, ରାଧା ପାଦ ଦର୍ଶନ, ହେଲେ ଆପଣ ଜାଣନ୍ତି କି କାହିଁକି ହୁଏ ରାଧା ପାଦ ଦର୍ଶନ ?

ଏହି ସାକ୍ଷୀଗୋପାଳ ମନ୍ଦିରରେ ପୂଜିତ ବିଗ୍ରହ ପ୍ରଥମେ କାଞ୍ଚିରେ ଥିଲେ। ଗଜପତି ପୁରୁଷୋତ୍ତମ ଦେବ କାଞ୍ଚି ବିଜୟ କରିବା ପରେ ଶ୍ରୀକ୍ଷେତ୍ର ଆସିଲେ। More

ପଞ୍ଚୁକ ୫ ଦିନ ଶ୍ରୀମନ୍ଦିରରୁ ମରଚିକୋଟ ଛକ ପର୍ଯ୍ୟନ୍ତ ସବୁ ଉଠା ଦୋକାନ ବନ୍ଦ

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମରକିକୋଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍ କରାଯିବ । ପଞ୍ଚୁକ ୫ ଦିନ ଯାକ ପୁରୀ ବଡ଼ଦାଣ୍ଡରେ ଶ୍ରୀମନ୍ଦିରରୁ ମରଚିକୋଟ ଛକ ପର୍ଯ୍ୟନ୍ତ ସବୁ ଉଠା ଦୋକାନ ବନ୍ଦ କରାଯିବ । More

କଳିଙ୍ଗରେ ଫୁଟବଲ ଫିଭର, ମୁହାଁମୁହିଁ ହେବେ ଭାରତ-କତାର

ଆଜି ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ୨୦୨୬ ଫିଫା ବିଶ୍ବକପ ପାଇଁ କ୍ବାଲିଫାୟର ମ୍ୟାଚ । ଶକ୍ତିଶାଳୀ କାତାର ବିରୋଧରେ ମ୍ୟାଚ ଖେଳିବ ବ୍ଲୁ ଟାଇଗର୍ ଭାରତ । More

ରାଷ୍ଟ୍ରପତିଙ୍କ ଟ୍ରେନ ଯାତ୍ରା: ୨ଟି ଏକ୍ସପ୍ରେସ ଓ ଗୋଟିଏ ମେମୁ ଟ୍ରେନର ଶୁଭାରମ୍ଭ

ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ରେଳ ଷ୍ଟେସନରୁ ଆଜି ତିନିଟି ଟ୍ରେନର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । More

Panchang Today 21st Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୧ ତାରିଖ ମଙ୍ଗଳବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି- ୯ମୀ ରାତ୍ରି ୦୧.୧୦ ଗତେ ୧୦ମୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର । More

ସାଲୁଗା ହେଲେ ଉପବାଚସ୍ପତି, ବିଧିବଦ୍ଧ ଭାବେ ଘୋଷଣା କଲେ ବାଚସ୍ପତି ପ୍ରମିଳା ମଲ୍ଲିକ

ନିର୍ଦ୍ୱନ୍ଦରେ ଉପବାଚସ୍ପତି ହେଲେ ସାଲୁଗା ପ୍ରଧାନ । ଏନେଇ ବିଧିବଦ୍ଧ ଭାବେ ଘୋଷଣା କଲେ ବାଚସ୍ପତି ପ୍ରମିଳା ମଲିକ। More

ହୋଲ୍ଡିଂ ଟିକସ ଆଦାୟରେ ଏବର୍ଷ ବହୁ ପଛରେ BMC

୨୦୨୨-୨୩ ଆର୍ଥକ ବର୍ଷରେ ବିଏମସି ହୋଲ୍ଡିଂ ଟିକସ ଆଦାୟରେ ରେକର୍ଡ କରିଥିଲା । ୧୨୫ କୋଟି ଟଙ୍କା ଟାର୍ଗେଟ ଥିବା ବେଳେ, ଆଦାୟ ହୋଇଥିଲା ୭୫ କୋଟି । More

ବାଦାମପାହାଡ଼ରୁ ରାଇରଙ୍ଗପୁରକୁ ଟ୍ରେନ୍ ଯାତ୍ରା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ । ବାଦାମପାହାଡ଼ରୁ ୨ ଏକ୍ସପ୍ରେସ ସମେତ ୩ଟି ଟ୍ରେନର ଶୁଭାରମ୍ଭ କରିବେ ରାଷ୍ଟ୍ରପତି । More

ଆଜି ପବିତ୍ର ଅଁଳା ନବମୀ; ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ରାଧାରାଣୀ

ପୁରୀ ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ରାଧାପାଦ ଦର୍ଶନ ନୀତି ହେବ । More

ଉଷ୍ଣ ରହିବ ଶୀତ ଅଧିବେଶନ, ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ରଣନୀତି

ଆଜିଠୁ ବିଧାନସଭାର ଶୀତ ଅଧିବେଶନ….କାଲି ବାଚସ୍ପତି ଡାକିଥିଲେ ସର୍ବଦଳୀୟ ବୈଠକ ….ସୁରୁଖୁରୁରେ ଗୃହ ପରିଚାଳନାକୁ ଗୁରୁତ୍ୱ ,…. More

ଅଧା ରହିଲା ଜଗା ଦର୍ଶନ : ଅଟୋକୁ ପଛରୁ ଧକ୍କା ଦେଲା ଟ୍ରକ, ୨ ମୃତ

ପୁରୀ ଯାଉଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା, ୨ ମୃତ ଓ ୫ ଆହତ …. More

କାଲିଠୁ ବିଧାନସଭାର ଶୀତ ଅଧିବେଶନ; ସୁରକ୍ଷାରେ ନିୟୋଜିତ ହେବେ ୨୮ ପ୍ଲାଟୁନ ପୋଲିସ

ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ । ଆଦିବାସୀ ଜମି ହଡପ, ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରିଦ୍ବାର ଖୋଲିବା, ମଣ୍ଡି ଅବ୍ୟବସ୍ଥା, ଚାଷୀ ଆତ୍ମହତ୍ୟା, ଆବାସ ଆବଣ୍ଟନରେ ଅନିୟମିତତା ପରି ପ୍ରସଙ୍ଗ ଉଠାଇବାକୁ ବିଜେପି ନିଷ୍ପତ୍ତି ନେଇଛି । More

ରାଜ୍ୟରେ ସାଂଘାତିକ ଶିକ୍ଷକ ମରୁଡ଼ି ! ହାଇସ୍କୁଲରେ ଅଷ୍ଟମରୁ ଦଶମ ଯାଏଁ ଜଣେ ସାର୍

ଅତିଥି ଶିକ୍ଷକଙ୍କ ଭରସାରେ ବ୍ରହ୍ମପୁର କେ.ସି. ଟାଉନ୍ ହାଇସ୍କୁଲ । ରାଜ୍ୟରେ ଖାଲି ପଡ଼ିଛି ୨୪ ହଜାର ଶିକ୍ଷକ ପଦବୀ । More

ଜଗା ଦର୍ଶନ ପାଇଁ ଅସହ୍ୟ ଯନ୍ତ୍ରଣା; ଘଣ୍ଟା ଘଣ୍ଟା ଧରି ବ୍ୟାରିକେଡରେ ରହି କଲବଲ ଦର୍ଶନାର୍ଥୀ

ଉପରୁ ନିର୍ଦ୍ଦେଶ ଆସିବା କ୍ଷଣି ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ବୃଦ୍ଧାଙ୍କୁ ବ୍ୟାରିକେଡରୁ ମୁକ୍ତ କରି ମନ୍ଦିରକୁ ଜଗାଦର୍ଶନ ପାଇଁ ନେଇଥିଲେ । ତେବେ ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା ଏଇଠି ସରିନି, ଧାଡ଼ିରେ ଛିଡ଼ା ହୋଇଥିବା ଜଣେ ଯୁବତୀ ଅଣନିଃଶ୍ୱାସୀ ହୋଇ ବେହୋସ୍ ହୋଇଗଲେ । More

ପଦ୍ମକେଶରୀପୁର ମହାଭାରତ ପଛରେ ମହାଜନୀ କାରବାର ! ୨୪୦ % ସୁଧରେ ଦିଆଯାଉଥିଲା ୠଣ

ନୂଆ ଥିଓରୀ ଆଣି ବିଜେଡିକୁ ଘେରିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଲୋକେ ବଖାଣିଲେ ଦୁର୍ଦ୍ଦଶା, କିଛି ଜାଣିନି କହି ଏଡ଼ାଇଗଲେ ବିଧାୟକ ସୁଶାନ୍ତ । More

ଉପବାଚସ୍ପତି ନିର୍ବାଚନରେ ଆଦିବାସୀ କାର୍ଡ; ସାଲୁଗା ପ୍ରଧାନ ହେଲେ ଉପବାଚସ୍ପତି ପ୍ରାର୍ଥୀ

ବିଜେଡି ଖେଳିଲା ଆଦିବାସୀ କାର୍ଡ । ସାଲୁଗା ପ୍ରଧାନ ହେଲେ ଉପବାଚସ୍ପତି ପ୍ରାର୍ଥୀ । ନାମାଙ୍କନ ଦାଖଲ କଲେ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ । ସବୁ ଚର୍ଚ୍ଚା ଆଲୋଚନାର ଅବସାନ ଘଟାଇ ବିଜେଡି, ଉପବାଚସ୍ପତି ପ୍ରାର୍ଥୀ ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ନାଁ ଘୋଷଣା କରିଛି । More