ସଂକ୍ଷେପରେ ଆଜିର ତାଜା ଖବର - Saturday, 28 October 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କୁମାର ପୂର୍ଣ୍ଣିମାରେ ଚାଲିଗଲା କୁମାରୀ ରଶ୍ମିତାଙ୍କ ଜୀବନ

ରଶ୍ମିତା ଜେନା କୁମାର ପୂର୍ଣ୍ଣିମା ପାଇଁ ସାଜସଜ୍ଜା କରୁଥିବା ବେଳେ ହଠାତ୍ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । More

ଗଞ୍ଜାମରେ ସକ୍ରିୟ ବାଲି ମାଫିଆ, ନକଲି କାଗଜ ପତ୍ରରେ ରାଜ୍ୟ ବାହାରକୁ ଚୋରାଚାଲାଣ

ବାଲି ଚୋରା ଚାଲାଣ ଯୋଗୁଁ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର, ଆଉ ମାଲାମାଲ୍ ହେଉଛନ୍ତି ମାଫିଆ। ଏଭଳି ସ୍ଥିତିରେ ସାଧାରଣ ଲୋକେ ମଧ୍ୟ ଏଥିଯୋଗୁଁ ପ୍ରଭାବିତ ହେଉଛନ୍ତି। More

ହବିଷ କରିବାକୁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼, ଶିବିରରେ ସ୍ଥାନ ନପାଇ ହତାଶ ବହୁ ହବିଷ୍ୟାଳି

କାଲିଠୁ ଆରମ୍ଭ ହେଉଛି ଧର୍ମମାସ କାର୍ତ୍ତିକ । ପଞ୍ଚତୀର୍ଥରେ ସ୍ନାନ କରି ସଂକଳ୍ପ ସହ ବ୍ରତ ପାଳିବେ । ଚିନ୍ତା ବଢାଇଲା ଶିବିରର ଅପରିଚ୍ଛନ୍ନ ପରିବେଶ । More

ଗ୍ରହଣ ପାଇଁ ସଅଳ ସରିଲା କୁଆଁର ପୂନେଇଁ ପୂଜା, ଚନ୍ଦ୍ରକୁ ନଦେଖି ଦିନରେ ଆଞ୍ଜୁଳି ଟେକିଲେ କୁମାରୀ

ଆଗୁଆ ଆରମ୍ଭ ହେଲା ଗଜଲକ୍ଷ୍ମୀ ପୂଜା । ରାତି ୧ଟା ୫ ମିନିଟରୁ ୨ଟା ୨୨ ଯାଏଁ ଗ୍ରହଣ । More

ଚୋରି ହୋଇଥିଲା ୧୦ ଲକ୍ଷ, ପୋଲିସ୍ ଫେରାଇଲା ୨୬ ଲକ୍ଷ

ଏହି ଚୋରି ମାମଲାରେ ସାମ୍ନାକୁ ଆସିଛି ଚୋରର ସଇତାନ ଦିମାଗ୍। ୪୦ ଲକ୍ଷ ଟଙ୍କା ଚୋରି କରିବା ପରେ ୪ ଜଣ ଚୋରଙ୍କ ମଧ୍ୟରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଭାଗ ବଣ୍ଟା ହୋଇଥିଲା। ତେବେ ଏମାନଙ୍କ ମଧ୍ୟରୁ ଅଧିର ଓଝା ନାମକ ଜଣେ ଅଭିଯୁକ୍ତ ନିଜ ଭାଗ ଚୋରି ଟଙ୍କାକୁ ନେଇ ପୋଷ୍ଟ ଅଫିସରେ ବର୍ଷକ ପାଇଁ ଫିକ୍ସ ଡିପୋଜିଟ୍ କରିଦେଇଥିଲା। More

ନିଲାମ ହେଲା ବାହାନଗା ଟ୍ରେନ୍ ଟ୍ରାଜେଡିର ମୁକସାକ୍ଷୀ, ଦୁର୍ଘଟଣାର ୫ ମାସ ପରେ କଟା ହେଲା ବଗି

ଏହି ମର୍ମନ୍ତୁଦ ଦୁର୍ଘଟଣା ଅନେକ ଲୋକଙ୍କୁ କରିଦେଇଛି ସର୍ବଶ୍ୱାନ୍ତ। ଦୁର୍ଘଟଣାରେ ଜୀବନ ହରାଇଥିଲେ ୨୯୫ ଯାତ୍ରୀ। ଆଉ ସବୁଠୁ ବଡ଼ ଯନ୍ତ୍ରଣା ଥିଲା ନିଜ ସଂପର୍କୀୟଙ୍କ ମୃତଦେହକୁ ଚିହ୍ନଟ କରି ତା’ର ଶୁଦ୍ଧିକ୍ରିୟା କରିବା। More

ପୋଖରୀରେ ବିଷ ! ଭାସୁଛି ମଲା ମାଛ, ପାଣି ପିଇ ମରିଛନ୍ତି ୪ କୁକୁର

ଲୋକେ ଏହି ପୋଖରୀ ପାଣିରେ ଆସବାବପତ୍ର ଧୁଆ ଧୋଇ କରନ୍ତି, ସେଥିପାଇଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । More

ଓଲିଉଡ କଳିରେ ନେତାଙ୍କ ଏଣ୍ଟ୍ରି ପରେ ଘନେଇଲା ବିବାଦ, ରାଜନୀତି ନ ପୁରାଇବାକୁ ଅଭିନେତାଙ୍କ ନିବେଦନ

ଓଲିଉଡ୍ କଳିରେ ପଲିଟିକାଲ ଏଣ୍ଟ୍ରିକୁ ନେଇ ତେଜିଛି ବୟାନବାଜି। ଅଭିନେତା ଶ୍ରୀତମ ଦାସ କହିଛନ୍ତି, ପଶ୍ଚିମ ଓଡିଶାରୁ ଆସି ଏଠି ବହୁ କଳାକାର ନମ୍ବର ୱାନ ହୋଇଛନ୍ତି। ଏହା ଆମ ପରିବାରର କଳି। ଏହାକୁ ନେଇ କେହି ରାଜନୀତି କରିବା ଅନୁଚିତ। More

ବସ୍ ଚଳାଉଥିବା ବେଳେ ଚାଲିଗଲା ଡ୍ରାଇଭରଙ୍କ ଜୀବନ

ବସ୍ ଚଳାଉଥିଲା ବେଳେ ଡ୍ରାଇଭରଙ୍କୁ ହାର୍ଟ ଆଟାକ ! ଷ୍ଟିଅରିଂ ଧରିଥିବା ବେଳେ ଟଳି ପଡ଼ିଲେ ଡ୍ରାଇଭର । More

ଆସନ୍ତା ୧ ତାରିଖରୁ ୩ ଯାଏଁ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ୩ ଦିନ ଯାଏଁ ବର୍ଷା ନେଇ ସୂଚନା ଦିଆଯାଇଛି । More

ଖୁସି ଖବର!! ଚିଟଫଣ୍ତ ଜମାକାରୀଙ୍କୁ ମିଳିବ ଟଙ୍କା

ଗୋଲଡେନ ଲାଣ୍ଡ ଡେଭଲପର୍ସ ଓ ଜିଏଲପି ଡେଭଲପର୍ସର କ୍ଷୁଦ୍ର ଜମାକାରୀଙ୍କୁ ମିଳିବ ଟଙ୍କା । More

ନିଲାମ ହେଲା ବାହାନଗାରେ କରମଣ୍ଡଳ ଏକ୍ସପ୍ରେସର ଇଞ୍ଜିନ୍ ଓ ବଗି

କୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ଏହାର କୋଚ୍ ଓ ଇଞ୍ଜିନ୍‌ ନିଲାମ କରାଯାଇଛି । ହାୱଡାର ମୋହିତ ଷ୍ଟିଲ କମ୍ପାନୀ ଏହି କ୍ଷତିଗ୍ରସ୍ତ ଇଞ୍ଜିନ୍ ଓ କୋଚ୍ ସବୁକୁ ୩ କୋଟି ୮୨ ଲକ୍ଷ ଟଙ୍କା ଦେଇ କିଣିଛି । More

ପଞ୍ଚଭୂତରେ ଲୀନ ହେଲେ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ

କଟକ ସତୀଚଉରାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ୱରୂପଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ମୁଖାଗ୍ନି ଦେଲେ ବଡ଼ ଝିଅ ନିବୃତ୍ତି ନାୟକ । More

ବିଷୋଇ ଥାନା ମହିଳା IICଙ୍କୁ ବ୍ଲେଡରେ ଆକ୍ରମଣ, ଅଭିଯୁକ୍ତକୁ ଅଟକ ରଖିଲା ପୋଲିସ

ଆଇଆଇସି ଏକୁଟିଆ ଥିବା ବେଳେ ଜଣେ ଅଭିଯୁକ୍ତ ଆଇଆଇସିଙ୍କ ହାତ ଓ ବେକକୁ ବ୍ଲେଡରେ କାଟି ଦେଇଛି। ଏଥିରେ ଥାନା ଅଧିକାରୀ ଆହତ ହୋଇଛନ୍ତି। More

ସରକାରୀ କ୍ୱାଟରରେ ରାଜସ୍ୱ ସହାୟିକାଙ୍କ ଝୁଲନ୍ତା ମୃତଦେହ

ବୈପାରୀଗୁଡା ବ୍ଲକର ବରିଷ୍ଟ ରାଜସ୍ୱ ସହାୟିକା ସନ୍ଧ୍ୟାରାଣୀ ନାୟକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ କରିଛି ପୋଲିସ l More

‘ଦୁଇ ଭାଇଙ୍କ କଳିରେ ରାଜନୀତି ହେବା କଥା ନୁହେଁ’

ଓଲିଉଡ କଳିରେ ରାଜନୀତି ପ୍ରବେଶ ପ୍ରସଙ୍ଗରେ ମୁହଁ ଖୋଲିଲେ ଅଭିନେତା ଶ୍ରୀତମ ଦାସ ଓ କୁନା ତ୍ରିପାଠୀ । କହିଲେ.. More

ତେଜିଲା ବ୍ୟାନ୍‌ ବିବାଦ, ବିଷ ଉଦଗାରିଲେ ଅଭିନେତା ମନୋଜ ମିଶ୍ର

ଫିଲ୍ମ ଇଣ୍ଡଷ୍ଟ୍ରୀ କହିଲେ କଟକ, ଭୁବନେଶ୍ୱର ନୁହେଁ । ଫିଲ୍ମ ଇଣ୍ଡଷ୍ଟ୍ରୀ ସାରା ଓଡ଼ିଶାର, ମୁଁ ଜଣେ ଓଡ଼ିଆ । ମୋତେ ବ୍ୟାନ୍‌ କରାଯାଇଛି ବୋଲି କିଛି ଚିଠି ପାଇନି: ମନୋଜ ମିଶ୍ର More

‘ଯଦି ଓଡ଼ିଶା ଭାଗ ଭାଗ ହୁଏ ସରକାର ଦାୟୀ, ଉପକୂଳ ଲୋକେ ଦାୟୀ ରହିବେ’

ଓଡ଼ିଶା ଦି ଭାଗ ମନ୍ତବ୍ୟ ନେଇ ଚର୍ଚ୍ଚାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । More

‘ଡିସେମ୍ବର ୧୫ ସୁଦ୍ଧା ପରିକ୍ରମା ପ୍ରକଳ୍ପ ସାର’

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମର ସମୀକ୍ଷା କଲେ 5T ଅଧ୍ୟକ୍ଷ । ସମୀକ୍ଷା ପରେ ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । More

ଅମୃତ କଳସ ଧରି ଦିଲ୍ଲୀ ବାହାରିଲେ ବିଜେପି କାର୍ଯ୍ୟକର୍ତ୍ତା

ରାଜ୍ୟ ସଭାପତି ମନମୋହନ ସାମଲ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅମୃତ କଳସ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରାଜ୍ୟ ସବୁ ବ୍ଲକ ଏବଂ ପଞ୍ଚାୟତରେ ମାଟି ସଂଗ୍ରହ କରିଥିଲା ଦଳ। More

ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଦିବଙ୍ଗଦ ସଙ୍ଗୀତଜ୍ଞ ସ୍ୱରୂପ ନାୟକଙ୍କ ଅନ୍ତିମ ସତ୍କାର

କର୍କଟ ରୋଗରେ ପୀଡ଼ିତ ଥାଇ ୭୬ ବର୍ଷରେ ହୋଇଥିଲା ପରଲୋକ, ଦୀର୍ଘ ୬ ଦଶନ୍ଧି ଧରି ଓଲିଉଡ଼ରେ ଚାଲିଥିଲା ସ୍ବରୂପଙ୍କ କାଳଜୟୀ ଯାତ୍ରା...ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ... More

ଓଲିଉଡ କଳିରେ ପଶିଲା ରାଜନୀତି, ମନୋଜ ମିଶ୍ରଙ୍କ ଦୃଢ଼ ସମର୍ଥନରେ ବିଧାୟକ ନରସିଂହ ମିଶ୍ର

ବିବାଦର ଶୀଘ୍ର ସମାଧାନ ନହେଲେ ଓଡ଼ିଶା ଦୁଇ ଭାଗ ହୋଇଯିବ- ନରସିଂହ More

Today Panchang 28th October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର  ତୁଳା ମାସ  ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୮ ତାରିଖ, ଶନିବାର...ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ.. More

ପୁଣି କୋଟିଆରେ ପଶିଲା ଆନ୍ଧ୍ର, ଧୂଳିପଦର ପଞ୍ଚାୟତରେ ମେଗା ସ୍ୱାସ୍ଥ୍ୟ ଶିବିର

ସାଲୁର ମଣ୍ଡଳମ୍ ହସ୍ପିଟାଲର ଡାକ୍ତର, ମେଡିକାଲ ଷ୍ଟାଫ୍ ଉପସ୍ଥିତ More

ପାରାଦୀପରେ ବୁଲା କୁକୁରଙ୍କ ଉପଦ୍ରବ, ୪ ମାସରେ ଅଢ଼େଇ ହଜାର ଲୋକ କୁକୁର କାମୁଡ଼ାର ଶିକାର

ରାସ୍ତାଘାଟ ସାହି ବସ୍ତି ସବୁଠି ମାଳ ମାଳ ବୁଲା କୁକୁର। ଯାହାକୁ ଦେଖିଲେ ତାକୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲେ। ପାରାଦୀପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦରରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୪ ମାସ ଭିତରେ ପ୍ରାୟ ଅଢ଼େଇ ହଜାର ଲୋକେ କୁକୁର କାମୁଡ଼ାର ଶିକାର ହେଲେଣି। ... More

ଆଜି ଚନ୍ଦ୍ରଙ୍କୁ ଗ୍ରାସିବେ ରାହୁ... ଅପରାହ୍ନ ୪ଟା ୫ରୁ ହାଣ୍ଡିଛାଡ଼...

ରାତି ୧ଟା ୪୪ ମିନିଟରୁ ଲାଗିବ ଗ୍ରହଣ....ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି... More

ଆଜି ଗଜଲକ୍ଷ୍ମୀ ପୂଜା, କେନ୍ଦ୍ରପଡ଼ା ଓ ଢେଙ୍କାନାଳରେ ଚମକୁଛି ଚାନ୍ଦି ମେଢ...

ମନମୋହୁଛି ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକ ସଜ୍ଜା....ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା.... ଉତ୍ସବ ମୁଖର ଗାଁଠୁ ସହର.... More

ପିଆଜ କାଟିଲେ ନୁହେଁ, କିଣିଲେ ଆଖିରୁ ଲୁହ ଝରୁଛି; ସପ୍ତାହେ ତଳେ ୩୦ ଏବେ ୬୦ରୁ ୬୫

ହୁ ହୁ ବଢୁଥିବା ପିଆଜ ଦରକୁ ନେଇ ଚିନ୍ତାରେ ଖାଉଟି । ସପ୍ତାହକ ତଳେ କିଲୋ ଥିଲା ୩୦, ଏବେ ୬୦ରୁ ୬୫ ଟଙ୍କା । More

ଗଜଲକ୍ଷ୍ମୀ ପୂଜା ସାଙ୍ଗକୁ ଚନ୍ଦ୍ରଗ୍ରହଣ; ଜାଣନ୍ତୁ ଗ୍ରହଣ ସ୍ପର୍ଶ ଓ ସର୍ବମୋକ୍ଷର ସମୟ..

ଶନିବାର ଅପରାହ୍ନ ୪ଟା ୦୫ରୁ ହାଣ୍ଡିଛାଡ଼। ରାତି ୨ଟା ୨୩ ମିନିଟ୍ ପର୍ଯ୍ୟନ୍ତ ଭୋଜନ ଓ ଦେବନୀତି ସମ୍ପୂର୍ଣ୍ଣ ନିଷେଧ ରହିବ। କିନ୍ତୁ ରୋଗୀ, ବୃଦ୍ଧ, ଶିଶୁମାନଙ୍କ ପାଇଁ ଏହା ବାଧ୍ୟତାମୂଳକ ନୁହେଁ। More

ରାଜ୍ୟ-କେନ୍ଦ୍ର ବିରୋଧରେ କଂଗ୍ରେସର ଗର୍ଜନ, କହିଲେ ପାଣ୍ଡିଆନ ସବୁ ଦୁର୍ନୀତିରେ ଲିପ୍ତ

ଭି.କେ. ପଣ୍ଡିଆନଙ୍କୁ ଚେଲା କୁମାରଙ୍କ ସିଧା ନିଶାନା । ଏକାଠି ହୋଇ ବରିଷ୍ଠ କଂଗ୍ରେସ ନେତାଙ୍କ ହୁଙ୍କାର । More

ନୀରବି ଗଲା ମତୁଆଲା କରୁଥିବା ସ୍ୱର; ଆଉ ଶୁଭିବନି ବାବୁ ଦା’ ଡାକ

ସ୍ୱରୂପ ନାୟକ ଓରଫ ବାବୁ ଦା’। ତାଙ୍କୁ ବାବୁ ଦା’ ବୋଲି ଡାକିଲେ ନା ସେ ଆଉ ଓ କରିବେ ନା ଆଉ ସେ ଅଭିନୟ କରି ଶୁଣାଇବେ ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା। More

ନବୀନ ନିବାସ ନବୀନ ନୁହେଁ ପାଣ୍ଡିଆନ୍‌ଙ୍କ ପାଇଁ ଭିଡ଼ !

ପୂରା ଶାସନ ବ୍ୟବସ୍ଥାକୁ ପାଣ୍ଡିଆନ୍ କରିଛନ୍ତି ହାଇଜାକ୍-ଅପରାଜିତା । ଅଣଓଡ଼ିଆଙ୍କୁ ଶାସନ ଗାଦିରେ ବସାଇ ଦିଆଯିବନି- କଂଗ୍ରେସ । More